ମନଇଚ୍ଛା ବଦଳି ଉପରେ ରୋକ୍‌ ଲଗାଇବାକୁ କଡ଼ା ନିର୍ଦ୍ଦେଶ

ମନଇଚ୍ଛା ବଦଳି ଉପରେ ରୋକ୍‌ ଲଗାଇବାକୁ କଡ଼ା ନିର୍ଦ୍ଦେଶ
-ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି
-ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍‌ ୧୫ ମଧ୍ୟରେ ହେବ ବଦଳି ପ୍ରକିୟା
-ସଚିବାଳୟ ଓ ନିର୍ଦ୍ଦେଶାଳୟରେ ୩ ବର୍ଷ ରହିପାରିବେନି ଅଫିସର୍
-ବ୍ଲକ୍‌ କିମ୍ବା ତହସିଲରେ ୬ ବର୍ଷ ରହିପାରିବେନି ଗ୍ରୁପ୍‌ C ଅଫିସର୍
-ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ ଥିଲେ ନିଜ ଜିଲ୍ଲାକୁ ବଦଳି ହୋଇପାରିବେନି

Related posts

Leave a Comment