ଠକେଇ ମାମଲାରେ ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ବାନ୍ଧିଲା EOW

ବ୍ୟାଙ୍କ ଠକେଇ ମାମଲାରେ EOWର ବଡ଼ କାର୍ଯ୍ୟାନୁଷ୍ଠାନ
ଠକେଇ ମାମଲାରେ ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ବାନ୍ଧିଲା EOW
ଗିରଫ ବ୍ୟାଙ୍କ ଅଧିକାରୀ UCO ବ୍ୟାଙ୍କର ପୂର୍ବତନ ଅଧିକାରୀ
UCO ବ୍ୟାଙ୍କ ଓଲ୍ଡ ସେକ୍ରେଟାରିଏଟ୍ ଶାଖାର ପୂର୍ବତନ ବ୍ରାଞ୍ଚ ହେଡ୍
ପୂର୍ବତନ ବ୍ରାଞ୍ଚ ହେଡ୍ ଶିବପ୍ରସାଦ ଦାସଙ୍କୁ ଗିରଫ କଲା EOW
ଅଭିଯୁକ୍ତ ଶିବପ୍ରସାଦ ଦାସ କଟକର ତ୍ରିଶୂଳିଆ ଅଞ୍ଚଳରୁ ଗିରଫ

Related posts

Leave a Comment