ବିଧାୟକ ରାଜା ସ୍ବାଇଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା- ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

– ବିଧାୟକ ରାଜା ସ୍ବାଇଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା– ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା– ତୁରନ୍ତ ପଦକ୍ଷେପ ନେବାକୁ ଦାବି କଲେ ନବୀନ– ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଦାବି– ‘ରାଜ୍ୟରେ ଆଇନଶୃଙ୍ଖଳା ଦ୍ରୁତ ଅବନତି ଘଟୁଛି’– ‘ବିଜେପି ସମର୍ଥିତ ଦୁର୍ବୃତ୍ତ ଏଭଳି ଆକ୍ରମଣ କରିଛନ୍ତି’– ଗତକାଲି ତିଗିରିଆରେ ରାଜା ସ୍ବାଇଁଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା

Read More

ମନଇଚ୍ଛା ବଦଳି ଉପରେ ରୋକ୍‌ ଲଗାଇବାକୁ କଡ଼ା ନିର୍ଦ୍ଦେଶ

ମନଇଚ୍ଛା ବଦଳି ଉପରେ ରୋକ୍‌ ଲଗାଇବାକୁ କଡ଼ା ନିର୍ଦ୍ଦେଶ-ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି-ପ୍ରତିବର୍ଷ ଏପ୍ରିଲ ୧୫ରୁ ଜୁନ୍‌ ୧୫ ମଧ୍ୟରେ ହେବ ବଦଳି ପ୍ରକିୟା-ସଚିବାଳୟ ଓ ନିର୍ଦ୍ଦେଶାଳୟରେ ୩ ବର୍ଷ ରହିପାରିବେନି ଅଫିସର୍-ବ୍ଲକ୍‌ କିମ୍ବା ତହସିଲରେ ୬ ବର୍ଷ ରହିପାରିବେନି ଗ୍ରୁପ୍‌ C ଅଫିସର୍-ଗୁରୁତ୍ୱପୂର୍ଣ୍ଣ ଦାୟିତ୍ଵରେ ଥିଲେ ନିଜ ଜିଲ୍ଲାକୁ ବଦଳି ହୋଇପାରିବେନି

Read More

ଜିଲ୍ଲା ଶିକ୍ଷା ବିଭାଗର ଖାମଖିଆଲି ନୀତି: ଠିକ୍ ସମୟରେ ମିଳୁନି ଦରମା, ଶିକ୍ଷକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

​ନୟାଗଡ଼, ୨୩/୫ :ରାଜ୍ୟ ଓ କେନ୍ଦ୍ର ସରକାର ଗୁଣାତ୍ମକ ଶିକ୍ଷାଦାନ ଉପରେ ସର୍ବାଧିକ ଗୁରୁତ୍ୱ ଆରୋପ କରୁଥିବା ବେଳେ, ଏହାର ସଫଳ ରୂପାୟନ କରୁଥିବା ଶିକ୍ଷକ ସମାଜ ପ୍ରତି ନୟାଗଡ଼ ଜିଲ୍ଲା ଶିକ୍ଷା ବିଭାଗର ଆଭିମୁଖ୍ୟ ନୈରାଶ୍ୟଜନକ ହୋଇପଡ଼ିଛି। ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନରେ କାର୍ଯ୍ୟରତ ୨ ହଜାରରୁ ଉର୍ଦ୍ଧ୍ୱ ମାଧ୍ୟମିକ ଶିକ୍ଷକମାନଙ୍କୁ ଦୀର୍ଘ ଦିନ ହେବ ନିୟମିତ ଓ ଠିକ୍ ସମୟରେ ଦରମା ମିଳୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ଜିଲ୍ଲାର ଶିକ୍ଷକମାନଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇବା ସହ ସେମାନଙ୍କ ମଧ୍ୟରେ ଗଭୀର ମାନସିକ ସ୍ଥିତି ଉପଜିଛି, ଯାହାର ସିଧାସଳଖ ପ୍ରଭାବ ସ୍କୁଲଗୁଡ଼ିକର ଶିକ୍ଷାଦାନ ବ୍ୟବସ୍ଥା ଉପରେ ପଡ଼ୁଥିବା ଦେଖିବାକୁ ମିଳୁଛି। ​ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ଅନୁସାରେ, ପ୍ରତ୍ୟେକ ସରକାରୀ କର୍ମଚାରୀ ମାସର ଶେଷ କାର୍ଯ୍ୟ ଦିବସରେ ଦରମା ପାଇବାକୁ ହକଦାର।…

Read More