ଖୁବଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ: ଗଣଶିକ୍ଷା ସଚିବ

–
-ଶିକ୍ଷାବିତ୍ମାନଙ୍କ ସହ ତ୍ରୁଟିଗୁଡ଼ିକର ସମୀକ୍ଷା ଚାଲିଥିବା ସୂଚନା
-ଜନସାଧାରଣ ଓ ବିଶେଷଜ୍ଞଙ୍କ ମତାମତକୁ ବିଚାର କରି ସଂଶୋଧିତ ପୁସ୍ତକ ପ୍ରସ୍ତୁତ ହେବ
-ପ୍ରଥମେ ସଂଶୋଧିତ ତଥ୍ୟ ଶିକ୍ଷକଙ୍କୁ, ପରେ ଛାତ୍ରଛାତ୍ରୀଙ୍କୁ ନୂଆ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ
-ଚଳିତ ଶିକ୍ଷାବର୍ଷରେ ହିଁ ତ୍ରୁଟିଶୂନ୍ୟ ପୁସ୍ତକ ଦେବାକୁ ଆଶ୍ୱାସନ