ବିଧାୟକ ରାଜା ସ୍ବାଇଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା- ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା

– ବିଧାୟକ ରାଜା ସ୍ବାଇଁଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ ଘଟଣା
– ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା
– ତୁରନ୍ତ ପଦକ୍ଷେପ ନେବାକୁ ଦାବି କଲେ ନବୀନ
– ତୁରନ୍ତ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ଦାବି
– ‘ରାଜ୍ୟରେ ଆଇନଶୃଙ୍ଖଳା ଦ୍ରୁତ ଅବନତି ଘଟୁଛି’
– ‘ବିଜେପି ସମର୍ଥିତ ଦୁର୍ବୃତ୍ତ ଏଭଳି ଆକ୍ରମଣ କରିଛନ୍ତି’
– ଗତକାଲି ତିଗିରିଆରେ ରାଜା ସ୍ବାଇଁଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା