ମେ ୩୧ରେ B Ed ପ୍ରବେଶିକା ପରୀକ୍ଷା

⭕📍ମେ ୩୧ରେ B Ed ପ୍ରବେଶିକା ପରୀକ୍ଷା…

  • B.Ed, BH.Ed ଓ M.Ed ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଘୋଷଣା
  • ମେ’ ୩୧ରେ B.Ed ପାଠ୍ୟକ୍ରମ ପାଇଁ ହେବ ପ୍ରବେଶିକା ପରୀକ୍ଷା
  • ଜୁନ୍‌ ୩ରେ BH.Ed ଓ M.Ed ପାଇଁ ହେବ ପ୍ରବେଶିକା ପରୀକ୍ଷା
  • B.Ed ଓ BH.Ed ପରୀକ୍ଷା ସକାଳ ୧୦ରୁ ୧୨ଟା ଯାଏ ଅନୁଷ୍ଠିତ ହେବ
  • M.Ed ପରୀକ୍ଷା ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ
  • ମେ’ ୨୭ରୁ ଏସଏସବି ୱେବସାଇଟରେ ଆଡମିଟ କାର୍ଡ ଉପଲବ୍ଧ ହେବ

Related posts

Leave a Comment