କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ
କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ
Read Moreକବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ
Read Moreହିନ୍ଦୋଳ ସଦର ମହକୁମା ଚରଣପୁରଠାରେ ଅବସରପ୍ରାପ୍ତ ସେନା କର୍ମଚାରୀ କୁବେର ରାଜଙ୍କ ଫାର୍ମ ହାଉସ୍ ରେ ଦୁଇଦିନ ତଳେ ଏକ ହାତୀକୁ ମାରି ପୋତି ଦିଆଯାଇଥିବା ବନ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରବିବାର ଚଢ଼ଉ କରିଥିଲା। ରାତି ହୋଇ ଯାଇଥିବାରୁ ତଦନ୍ତ ବିଶେଷ ଆଗେଇ ପାରିନଥିଲା। ଆଜି ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫାର୍ମ ହାଉସ୍ର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଖୋଳାଯିବା ପରେ ସେଥିରୁ ହାତୀର ଗଳିତ ମୃତଦେହ ମିଳିଥିଲା।ହାତୀର ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଥିଲା। ପରେ ମୃତଦେହ ପୁଣି ପୋତି ଦିଆଯାଇଛି। ମାଖନା ହାତୀର ବୟସ ୩୦ ବର୍ଷ ପାଖାପାଖି ହେବ। ୩ ଦିନ ଆଗରୁ ଏହାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏପଟେ ହାତୀକୁ ୧୧ କେଭି ବିଦ୍ୟୁତ୍ ଲଗାଇ ମରାଯାଇଥିବା ମଧ୍ୟ ଫାର୍ମ ହାଉସ ମାଲିକ ସ୍ବୀକାର…
Read Moreପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି । ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ବହୁ ସଂଖ୍ୟକ ବିଧାୟକଙ୍କ ଅନୁପସ୍ଥିତି ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ଅନୁସାରେ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ପରେ ମମତା ବାନାର୍ଜୀ ତାଙ୍କ ବାସଭବନରେ ଏକ ଜରୁରୀ ବୈଠକ ଡାକିଥିଲେ । କିନ୍ତୁ ପ୍ରାୟ ୮୦ ଟିଏମସି ବିଧାୟକଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଏହି ଗୁରୁତ୍ୱପୂର୍ଣ୍ଣ ଦଳୀୟ ସମାବେଶରେ ଯୋଗ ଦେଇପାରି ନଥିଲେ।ବିରୋଧୀ ଦଳ ଦାବି କରିଛନ୍ତି ଯେ ଟିଏମସି ଭିତରେ ଅସନ୍ତୋଷ ବଢ଼ୁଛି ଏବଂ ଅନେକ ନେତା ଦଳୀୟ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ନିର୍ବାଚନୀ ପରାଜୟ ପରେ ଦଳ ମଧ୍ୟରେ…
Read Moreଲକ୍ଷ୍ମୀ ବସ୍ ଯୋଜନାର ଖୋଳତାଡ଼…
Read Moreଫୁଲମାଣ୍ଡେଣା ଛେଚି ଯୁବକକୁ ହତ୍ୟା ହିଲପଟଣା ଅଞ୍ଚଳରେ ଜଣେ ଯୁବକକୁ ଫୁଲ ମାଣ୍ଡେଣା ଛେଚି ହତ୍ୟା କରାଯାଇଥିବା ସୂଚନା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ କରୁଥିବା ଜଣାପଡିଛି ।
Read Moreଶୀତଳ ଷଷ୍ଠୀ ପାଇଁ କୋଟିଏ ୮ ଲକ୍ଷ…
Read Moreଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ- ମନ୍ତ୍ରୀ -ଲଷ୍ମୀ ବସ୍ରେ ଅର୍ଥ ହେରଫେର ନେଇ AGଙ୍କ ରିପୋର୍ଟରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା-ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବୁ କହିଲେ ପରିବହନ ମନ୍ତ୍ରୀ-‘ଗତ ସରକାରରେ ଲକ୍ଷ୍ମୀ ବସ୍ରେ କ୍ଷତି ହେବା କଥା ସାମ୍ନାକୁ ଆସିଥିଲା’-‘ଏବେ ୧୪୨୨ ବସ୍କୁ ମୁଖ୍ୟମନ୍ତ୍ରୀ ସେବା ନାମରେ ରି ରୁଟିଂ କରି ଚଲାଯାଉଛି’-ଆମ ସରକାର ଅର୍ଥକୁ ସଠିକ ଢଙ୍ଗରେ ବ୍ୟବହାର କରିଛନ୍ତି- ମନ୍ତ୍ରୀ-ଆମ ସରକାରରେ ଅର୍ଥ ହେରଫେର ହେବ ନାହିଁ କହିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା
Read Moreଆଜି ଯୋବ୍ରା ଅଞ୍ଚଳରେ ବସ୍ ଧକ୍କା ରେ ପ୍ରାଣ ହରାଇଥିବା ଝିଅ ହେଉଛନ୍ତି ତୁଳସୀ ପୁର ଅଞ୍ଚଳର ସ୍ୱାଗତିକା ମହାନ୍ତି। ମୃତା ସ୍ୱାଗତିକା ଜଣେ ପୋଲିସ କର୍ମଚାରୀଙ୍କ ର ଝିଅ। Skilling youth co-ordinator ଭାବେ light house ରେ କାର୍ଯ୍ୟ କରୁଥିଲେ। ତୁଳସୀପୁର ଭିଜିଲାନ୍ସ କଲୋନୀ ରେ ରହୁଛନ୍ତି। ଆଜି ନିଜର କର୍ମକ୍ଷେତ୍ର କୁ ଆସୁଥିବା ସମୟରେ ଏଲ ଏନ୍ ଟି ରେ ଲାଗିଥିବା ବସ୍ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା। ନିଜର ଅତି ନମ୍ର , ଭଦ୍ର ଓ ପରୋପକାରୀ ଝିଅ କୁ ହରାଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ି ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ସାଧାରଣ ରେ ଦାବି ହେଉଛି।
Read More