ବାରଙ୍ଗ ଥାନା ଅଧିକାରୀଙ୍କୁ ବଦଳି May 31, 2026 OD Times ବାରଙ୍ଗ ଥାନା IIC ନିରଞ୍ଜନ ବେହେରାଙ୍କୁ ବଦଳି ପୁରୀଘାଟ ଥାନା ଅଧିକାରୀଙ୍କୁ ବାରଙ୍ଗ ଥାନା ଦାୟିତ୍ୱ ବିଶ୍ଵ ରଞ୍ଜନ ନାୟକଙ୍କୁ ବାରଙ୍ଗ ଥାନା ଅଧିକାରୀ ଦାୟିତ୍ୱ ବାରଙ୍ଗ ଥାନାରେ ଯୁବକଙ୍କୁ ଥାର୍ଡଡିଗ୍ରୀ ନେଇ ଅଭିଯୋଗ ହୋଇଥିଲା