ଲକ୍ଷ୍ମୀ ବସ୍ ଓ ଆମ ବସ୍ଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର

ଲକ୍ଷ୍ମୀ ବସ୍ ଯୋଜନାର ଖୋଳତାଡ଼…
- ଲକ୍ଷ୍ମୀ ବସ୍ ଓ ଆମ ବସ୍ଷ୍ଟାଣ୍ଡ ଯୋଜନାର ଖୋଳତାଡ଼ କରିବେ ସରକାର
- ଯୋଜନାରେ ଟଙ୍କା ବ୍ୟୟକୁ ନେଇ ହେବ ତଦନ୍ତ
- ୟୁସି ଦାଖଲ, ପରାମର୍ଶଦାତା ନିଯୁକ୍ତି, ମାଗଣା ଯାତ୍ରା ବାବଦରେ ମଗାଗଲା ତଥ୍ୟ
- ବାଣିଜ୍ୟ ଓ ପରିବହନ ବିଭାଗକୁ ମଗାଗଲା ସ୍ପଷ୍ଟୀକରଣ
- ଯୋଜନାର ବିଭିନ୍ନ ଦିଗକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆକାଉଣ୍ଟାଣ୍ଟ ଜେନେରାଲ୍