କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ
- ଗଞ୍ଜାମ: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡ଼ିଗ୍ରୀ ଘଟଣା
- NHRC ଗାଇଡ ଲାଇନ ଅନୁସାରେ ହେବ ତଦନ୍ତ
- NHRCକୁ ରିପୋର୍ଟ ଦେବେ ଗଞ୍ଜାମ ଏସପି
- ଗୋଟିଏ ଦିନର ପୁଙ୍ଖାନୁପୁଙ୍ଖ ରିପୋର୍ଟ ଦେବେ ଏସପି
- ୨୪ ଘଣ୍ଟାରେ NHRCକୁ ରିପୋର୍ଟ ଦେବାର ନିୟମ ରହିଛି
- ଗତ ରବିବାର ସୁବୁଳିଆ ଗାଁର ସୁଶାନ୍ତ ସାହୁଙ୍କ ମୃତ୍ୟୁ ହୋଇଥିଲା
- ସୁଶାନ୍ତଙ୍କୁ ପୋଲିସ ପିଟିପିଟି ମାରିଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ