ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବୁ କହିଲେ ପରିବହନ ମନ୍ତ୍ରୀ

ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ- ମନ୍ତ୍ରୀ
-ଲଷ୍ମୀ ବସ୍ରେ ଅର୍ଥ ହେରଫେର ନେଇ AGଙ୍କ ରିପୋର୍ଟରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା
-ଏଜିଙ୍କ ରିପୋର୍ଟ ତର୍ଜମା କରି ପଦକ୍ଷେପ ନେବୁ କହିଲେ ପରିବହନ ମନ୍ତ୍ରୀ
-‘ଗତ ସରକାରରେ ଲକ୍ଷ୍ମୀ ବସ୍ରେ କ୍ଷତି ହେବା କଥା ସାମ୍ନାକୁ ଆସିଥିଲା’
-‘ଏବେ ୧୪୨୨ ବସ୍କୁ ମୁଖ୍ୟମନ୍ତ୍ରୀ ସେବା ନାମରେ ରି ରୁଟିଂ କରି ଚଲାଯାଉଛି’
-ଆମ ସରକାର ଅର୍ଥକୁ ସଠିକ ଢଙ୍ଗରେ ବ୍ୟବହାର କରିଛନ୍ତି- ମନ୍ତ୍ରୀ
-ଆମ ସରକାରରେ ଅର୍ଥ ହେରଫେର ହେବ ନାହିଁ କହିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା