ପେଟ୍ରୋଲ ଡିଜେଲ୍‌ରୁ ରପ୍ତାନୀ ଶୁଳ୍କ ହ୍ରାସ

  • ତୈଳ କଂପାନୀକୁ ବଡ଼ ଆଶ୍ବସ୍ତି ଦେଲେ କେନ୍ଦ୍ର ସରକାର
  • ପେଟ୍ରୋଲ, ଡିଜେଲ୍, ATF ଉପରୁ ହ୍ରାସ କଲେ ରପ୍ତାନୀ ଶୁଳ୍କ
  • ପେଟ୍ରୋଲ ରପ୍ତାନି ଉପରେ ଲିଟର ପିଛା ଦେଢ଼ ଟଙ୍କା ଶୁଳ୍କ ହ୍ରାସ
  • ଡିଜେଲ ରପ୍ତାନି ଉପରେ ଲିଟର ପିଛା ୧୩.୫ ଟଙ୍କା ଶୁଳ୍କ ହ୍ରାସ
  • ବିମାନ ଇନ୍ଧନ ପାଇଁ ଲିଟର ପିଛା ୯.୫ ଟଙ୍କା କମିଲା ରପ୍ତାନି ଶୁଳ୍କ
  • ଅର୍ଥ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି, ଜୁନ୍ ୧ରୁ ନୂଆ ନିୟମ ଲାଗୁ
  • ଅନ୍ତର୍ଜାତୀୟ ବଜାରର ଅଶୋଧିତ ତୈଳ ଦର ହ୍ରାସ ପରେ ପଦକ୍ଷେପ

Related posts

Leave a Comment