ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଜାଲ୍‌ ଦସ୍ତଖତରେ ଇଞ୍ଜିନୟରଙ୍କ ବଦଳି ଷଡ଼ଯନ୍ତ୍ର ଘଟଣା

ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଜାଲ୍‌ ଦସ୍ତଖତରେ ଇଞ୍ଜିନୟରଙ୍କ ବଦଳି ଷଡ଼ଯନ୍ତ୍ର ଘଟଣା-ଘଟଣାର ତଦନ୍ତ ପାଇଁ କ୍ୟାପିଟାଲ୍‌ ଥାନା ପୋଲିସ୍‌ର ୪ ଜଣିଆ ଟିମ୍‌ ଗଠନ-୨ ଇଞ୍ଜିନୟର ମୋନାଲିସା ବେହେରା ଓ ଲକ୍ଷ୍ମଣ ହେମ୍ରମଙ୍କୁ ଖୋଜୁଛି ପୋଲିସ୍-ନକଲି ଲେଟରପ୍ୟାଡ୍‌ ଓ ଜାଲ୍‌ ଦସ୍ତଖତ ନେଇ ତଦନ୍ତ କରୁଛି ପୋଲିସ୍

Read More

CMOରୁ ଫାଇଲ୍‌ ଚୋରି; ନବୀନଙ୍କୁ ଜେରା ସମ୍ଭାବନା

CMOରୁ ଫାଇଲ୍‌ ଚୋରି; ନବୀନଙ୍କୁ ଜେରା ସମ୍ଭାବନା-ଏନେଇ OTVକୁ ଏକ୍ସକ୍ଲୁସିଭ୍ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ-‘୨୦୨୪ ଜୁନ୍‌ ୪ରେ ଫାଇଲ୍‌ ଯିବାର ପ୍ରମାଣ ମିଳିଛି’-‘ଯେଉଁ ଅଧିକାରୀ ନେଲେ ଓ ଯାହାକୁ ଦେଲେ ଜେରା ହେବେ’-‘ତେଣୁ ଏହି ଧାରାରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ବି ଜେରା କରାଯିବ’-‘ଫାଇଲ୍‌ ଯିବାର ପ୍ରମାଣ ଅଛି, ଫେରିବାର ପ୍ରମାଣ ନାହିଁ’-‘୨ଟି କମିଶନ ରିପୋର୍ଟକୁ ନେଇ ତତ୍‌କାଳୀନ ସରକାର କାଠଗଡ଼ାରେ ଥିଲେ’-‘କାଠଗଡ଼ାରେ ଥିବେ, ପାଖକୁ ଫାଇଲ ଯିବ, ଫେରିବନି, ମିସିଂ ନୁହେଁ ଚୋରି’

Read More

ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ

CMଙ୍କକଡ଼ାଆଭିମୁଖ୍ୟ ପାଠ୍ୟପୁସ୍ତକ ତ୍ରୁଟି ଉପରେ CMଙ୍କ କଡ଼ା ଆଭିମୁଖ୍ୟଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠିତ୭ ଦିନରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶଦୋଷୀଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନତୁରନ୍ତ ତ୍ରୁଟି ସୁଧାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

Read More

ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗରେ ବର୍ଷିଲେ ନବୀନ

ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗରେ ବର୍ଷିଲେ ନବୀନଟ୍ବିଟ୍ କରି ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ।ଗଣତନ୍ତ୍ରର ଗରିମା ଓ ମହିଳାଙ୍କ ସ୍ବାଭିମାନର ସୁରକ୍ଷା ସୁନିଶ୍ଚିତ କରନ୍ତୁ।ନାରୀ ଶକ୍ତି ବନ୍ଦନ କଥା କହୁଥିବା ବିଜେପିର କ’ଣ ଏହା ନାରୀଙ୍କୁ ସମ୍ମାନ ।

Read More

ଜୁନ ୧୭ ରେ ଛାତ୍ରୋଂ କି ଗୁଞ୍ଜ ” କାର୍ଯ୍ୟକ୍ରମ

ଛାତ୍ର ମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ରାଜସ୍ଥାନ ର କୋଟା ରେ ଜୁନ ୧୭ ରେ ଆୟୋଜିତ ହେବାକୁ ଥିବା “ ଛାତ୍ରୋଂ କି ଗୁଞ୍ଜ ” କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜନଶତାବ୍ଦୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ରୁ କୋଟା ଯିବେ ଓ ରାସ୍ତା ଯାକ ଛାତ୍ର ମାନଙ୍କ ସମସ୍ୟା ଶୁଣିବେ ।ଏହି ଆନ୍ଦୋଳନ ଏକ ମହା ଆନ୍ଦୋଳନ ରେ ପରିଣତ ହବାକୁ ଯାଉଛି।

Read More

ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦ ଜୁନ୍‌ ଓଡ଼ିଶା ଗସ୍ତ

ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦ ଜୁନ୍‌ ଓଡ଼ିଶା ଗସ୍ତ ସୂଚୀ ପ୍ରକାଶ-ପୂର୍ବାହ୍ନ ୧୧:୦୫ରେ ପାହାଡ଼ପୁର ହେଲିପ୍ୟାଡ୍‌ରେ ପହଞ୍ଚିବେ-୧୧:୧୫ରେ ଗୋଷାଣୀ ପୀଠ ଗସ୍ତ, ପ୍ରାୟ ଘଣ୍ଟାଏ ରହିବେ-୧୨:୫୫ରେ ସଭାସ୍ଥଳରେ ଯୋଗଦେବେ ପ୍ରଧାନମନ୍ତ୍ରୀ-ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ହେବେ ସାମିଲ-ଅପରାହ୍ନ ୨:୧୫ରେ ଓଡ଼ିଶାରୁ ପ୍ରସ୍ଥାନ କରିବେ

Read More