ଅଭିଯୋଗ_ଭିତ୍ତିହୀନ: ଶରଣକୂଳ IICନୟାଗଡ଼: ଶରଣକୂଳ IICଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଘଟଣା`ଅର୍ଗସ’କୁ ଶରଣକୂଳ IIC ସୁଜିତ ଦାସଙ୍କ ପ୍ରଥମ ପ୍ରତିକ୍ରିୟାମହିଳାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଲେ IIC ସୁଜିତ୍‌ କୁମାରତାଙ୍କ କଥା ପୂରା ନହେବାରୁ ମହିଳା ଜଣଙ୍କ ଏମତି କରିଛନ୍ତିମୋତେ ହାରାସ କରିବା ପାଇଁ ମିଥ୍ୟା ଅଭିଯୋଗ ଆଣିଛନ୍ତିତଦନ୍ତରେ ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିବିସତ୍ୟ ଉନ୍ମୋଚନ ପାଇଁ ସାହାଯ୍ୟ କରିବି କହିଲେ ସୁଜିତଅଭିଯୋଗ ଉପରେ IICଙ୍କୁ ଆଜି ଜେରା କରିବେ ତଦନ୍ତକାରୀ ଟିମ୍‌

Read More

ଲାଞ୍ଚନେଲେ ସିଧାଚାକିରିଯିବ !ଦୁର୍ନୀତି କରୁଥିଲେ ସାବଧାନ । ଏଣିକି ଲାଞ୍ଚ ନେଲେ ଚାକରି ଯିବା ଥୟ । ସସ୍ପେଣ୍ଡ ନୁହେଁ ଏଣିକି ସିଧା ଡିସ୍ମିସ୍ । ଅର୍ଥାତ୍ ଚାକିରି ହରାଇବେ ଲାଞ୍ଚୁଆ ବାବୁ । ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ମୋହନ ସରକାର । ରାଜ୍ୟ ସରକାରଙ୍କ କଡ଼ା ଆକ୍ସନର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ଗତକାଲି ୨୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ରଙ୍ଗେ ହାତ୍ ଧରାପଡ଼ିଥିବା ଭୁବନେଶ୍ବର ମଞ୍ଚେଶ୍ବର ଥାନା ASI ରାଜେଶ କୁଲ୍ଲୁଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ସରକାର । ତାଙ୍କ ସହ ଏହି ମାମଲାରେ ସାମିଲ ଥିବା ୨ ହୋମଗାର୍ଡ଼ଙ୍କୁ ମଧ୍ୟ ବହିଷ୍କାର କରାଯାଇଛି । ସେମାନେ ହେଲେ ହୋମଗାର୍ଡ଼ ଡ୍ରାଇଭର ଜ୍ୟୋତିରଞ୍ଜନ ବେହେରା ଏବଂ ହୋମଗାର୍ଡ଼ ଅବଦୁଲ୍ ସର୍ଫରାଜ୍ ଖାଁ ।

Read More

SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ

SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ-ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ-ସେ SIR କାମରେ BLO ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ-SIR କାମ ଚାପରେ ବାପା ବିଷ ପିଇ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ପୁଅ-‘ବାପାଙ୍କୁ ସସପେଣ୍ଡ କରିବାକୁ ଧମକ ଦିଆଯାଇଥିଲା, ଏନେଇ ସେ ମାନସିକ ଚାପରେ ରହୁଥିଲେ’

Read More

୧୨୮ ମେଡିକାଲ୍ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

-୧୨୮ ମେଡିକାଲ୍ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ-ଦୀର୍ଘକାଳୀନ ଅନୁପସ୍ଥିତି ପାଇଁ ସରକାରଙ୍କ କଠୋର ପଦକ୍ଷେପ-କନ୍ଧମାଳ ପୋଲିସ ହସ୍ପିଟାଲର ପୂର୍ବତନ ମେଡିକାଲ୍ ଅଫିସର ବିଚକ୍ଷଣା ପାଣିଗ୍ରାହୀ ବହିଷ୍କୃତ-୫ ବର୍ଷରୁ ଅଧିକ ସମୟ ଅନୁପସ୍ଥିତି ମାମଲାରେ ନିଷ୍ପତ୍ତି-ଦୀର୍ଘଦିନ ଧରି ଡାକ୍ତରଖାନାରେ ଅନୁପସ୍ଥିତ ଥିବା ଅଭିଯୋଗ ପରେ କଠୋର କାର୍ଯ୍ୟାନୁଷ୍ଠାନ ।

Read More

ମମତ। ପାଇଁ ଆଉ ଏକ ବଡ଼ ଆଘାତ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ଏକ ବଡ଼ ଝଟକା।ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ପଦବୀକୁ ନେଇ ଚାଲିଥିବା ବିବାଦ ମଧ୍ୟରେ, ହାଇକୋର୍ଟ ଏବେ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି।ଫଳସ୍ୱରୂପ, ରୀତାବ୍ରତ ବାନାର୍ଜୀ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ରହିବେ।

Read More

ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ବିବାଦରେ ଘେରରେ ଥିବାବରିଷ୍ଠ IPS ଦୟାଲ ଗଙ୍ଗୱାର ନିଲମ୍ବିତ

ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ବିବାଦରେ ଘେରରେ ଥିବାବରିଷ୍ଠ IPS ଦୟାଲ ଗଙ୍ଗୱାର ନିଲମ୍ବିତ । ନିଲମ୍ବନନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ସୌମ୍ୟଙ୍କୁ ବାପା ଏବଂ ମାଆ ।

Read More

କନ୍ଧମାଳରେ ମାଓ ଡମ୍ପ୍‌ ଠାବ; ବିପୁଳ ଅସ୍ତ୍ରଶସ୍ତ୍ର ଜବତ

କନ୍ଧମାଳରେ ମାଓ ଡମ୍ପ୍‌ ଠାବ; ବିପୁଳ ଅସ୍ତ୍ରଶସ୍ତ୍ର ଜବତକୋଟଗଡ଼ ଥାନା ଅଞ୍ଚଳର ଏକ ଜଙ୍ଗଲରୁ ଜବତ-୬ ବନ୍ଧୁକ, ଅଫୁଟା ଗୁଳି, ବିପୁଳ ବିସ୍ଫୋରକ ଜବତ

Read More