ଖୋଲିବ ହର୍ମୁଜ ପ୍ରଣାଳୀ ଓ ଅବରୋଧ ହଟାଇବ ଆମେରିକା

  • ଐତିହାସିକ ଶାନ୍ତି ଚୁକ୍ତି ପାଇଁ ଆମେରିକା-ଇରାନ୍‌ର ସହମତି
  • ଯୁଦ୍ଧ ରୋକିବାକୁ ଶାନ୍ତି ଚୁକ୍ତି ପାଇଁ ଉଭୟ ଦେଶ ସହମତ
  • ଶୁକ୍ରବାର ସ୍ବିଜରଲାଣ୍ଡ ଜେନେଭାରେ ସ୍ବାକ୍ଷରିତ ହେବ ଐତିହାସିକ ଶାନ୍ତି ଚୁକ୍ତି
  • ୮୦ତମ ଜନ୍ମଦିନ ଅବସରରେ ଘୋଷଣା କଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
  • ପାକିସ୍ତାନ ମଧ୍ୟସ୍ଥତାରେ ୧୪ ଘଣ୍ଟାର ଆଲୋଚନା ପରେ ଶାନ୍ତି ଚୁକ୍ତି ଘୋଷଣା
  • ଐତିହାସିକ ଶାନ୍ତି ଡିଲ୍ ଦ୍ବାରା ୩ ମାସ ଧରି ଚାଲିଥିବା ଯୁଦ୍ଧର ହେଲା ଅନ୍ତ
  • ଖୋଲିବ ହର୍ମୁଜ ପ୍ରଣାଳୀ ଓ ଅବରୋଧ ହଟାଇବ ଆମେରିକା

Related posts

Leave a Comment