ଶାନ୍ତି ଡିଲ୍ରେ ୧୪ ପ୍ରମୁଖ ସର୍ତ୍ତ

- ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ଡ୍ରାଫ୍ଟ MoU ଜାରି କଲା ଇରାନ୍
- ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ସ୍ବାକ୍ଷରିତ ହେବ ୧୪ ସୂତ୍ରୀ MoU
- ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଡିଲ୍ରେ ରହିଛି ୧୪ ପ୍ରମୁଖ ସର୍ତ୍ତ
- ୩୦ ଦିନ ଭିତରେ ହର୍ମୁଜରୁ ସଂପୂର୍ଣ୍ଣ ଅବରୋଧ ହଟାଇବ ଆମେରିକା
- ୬୦ ଦିନ ମଧ୍ୟରେ ଇରାନ୍ର ଫ୍ରିଜ୍ ହୋଇଥିବା ୧୨ ବିଲିଅନ୍ ଡଲାର ରିଲିଜ କରିବ
- ଇରାନ୍ର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବନି ଆମେରିକା
- ଆମେରିକୀୟ ସୈନ୍ୟ ଇରାନ୍ର ପାର୍ଶ୍ବବର୍ତ୍ତୀ ଅଞ୍ଚଳରୁ ତୁରନ୍ତ ହଟିବେ
- ସମସ୍ତ ଫ୍ରଣ୍ଟରୁ ତୁରନ୍ତ ଓ ସ୍ଥାୟୀ ଭାବେ ଆକ୍ରମଣ ବନ୍ଦ ହେବ
- ଇରାନୀ ତୈଳ ଓ ପେଟ୍ରୋକେମିକାଲ୍ସ ଉପରୁ ହଟିବ କଟକଣା
- ଇରାନ୍ରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଦେବ ଆମେରିକା
- ଆମେରିକା ଏହାର ସହଯୋଗୀ ଦେଶ ୩୦୦ ବିଲିଅନଡଲାର ସହାୟତା ଦେବେ
- ପରମାଣୁ ଅସ୍ତ୍ର ବିକଶିତ କାର୍ଯ୍ୟକ୍ରମ ବନ୍ଦ କରିବ ଇରାନ୍