ତୋଫାନ ନାୟକ ହତ୍ୟା ଘଟଣାକୁ ନେଇ ବାଣପୁର ଥାନା ‘ଖଣତ’ ଗାଁରେ ଅଭିଯୁକ୍ତମାନଙ୍କୁ ଧରପଗଡ଼ କରିବା ପାଇଁ ପୁଲିସ ଗାଁରେ ତୁହାକୁ ତୁହା ସାରା ରାତି ଚଢ଼ାଉ ଆରମ୍ଭ କରିଛି। ପୁଲିସ ଗିରଫ ଭୟରେ ଗାଁରୁ ଅନେକ ଫେରାର୍ହୋଇଯାଇଛନ୍ତି।ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା କହିଛନ୍ତି, ଖଣତ ଗାଁ ଲୋକଙ୍କ ବିରୋଧରେ ତୋଫାନଙ୍କ ପରିବାର ଥାନାରେ ଏତଲା ଦେଲା ପରେ ପରେ ବାଣପୁର ଥାନା ପୁଲିସ କେସ ନମ୍ବର ୨୫୪ରେ ଏକ ହତ୍ୟା ମାମଲା ରୁଜୁ କରିଛି। ଗାଁର ପୂର୍ବତନ ସରପଞ୍ଚ ଶେଷଦେବ ପ୍ରଧାନଙ୍କ ସହିତ ମୋଟ୍ ୫ଜଣ ଲୋକଙ୍କ ନାଁ ଓ ଗାଁ ଲୋକଙ୍କର ନାଁ ଏ ମାମଲାରେ ଯୋଡ଼ା ଯାଇଛି। ହତ୍ୟା ମାମଲା ରୁଜୁ ପରେ ପରେ ପୁଲିସ ଗାଁର ଶରତ ସ୍ବାଇଁ ଓ ପବିତ୍ର ରାଉତଙ୍କୁ ରାତାରାତି ଗିରଫ କରିଛି। ଅନ୍ୟମାନଙ୍କୁ ତୁରନ୍ତ…
Read MoreMonth: June 2026
ଲୁଚେରା ଦମ୍ପତିକୁ କନ୍ୟାକୁମାରୀରୁ ଗିରଫ।
ଲୁଚେରା ଦମ୍ପତିକୁ କନ୍ୟାକୁମାରୀରୁ ଗିରଫ। ଲୁଟ୍ ଘଟଣାକୁ ୫ ବର୍ଷ ବିତିଥିବା ବେଳେ କନ୍ୟାକୁମାରୀରୁ ପୋଲିସ ଚୋର ଦମ୍ପତିଙ୍କୁ କାବୁ କରିବାରେ ସଫଳ ହୋଇଛି । । ସେମାନଙ୍କ ଠାରୁ ୨୦୦ ଗ୍ରାମ୍ ସୁନା ସହ ୨ଟି ଦେଶୀ ବନ୍ଧୁକ, ଲାପଟପ ସହ ଗୁଳି ଜବତ କରିଛି ମାଲକାନଗିରି ପୋଲିସ ।ଲୁଟେରା ଦମ୍ପତି ଭଡ଼ାଟିଆ ହୋଇ ଆସିଥିଲେ, ଲୁଟି ଚାଲିଗଲେ ।ମାଲକାନଗିରିର ସୁନା ବ୍ୟବସାୟୀ ସୁବାସ ପଟିଲଙ୍କ ଘରେ ପହଞ୍ଚିଥିଲେ ଦମ୍ପତି । ଆନ୍ଧ୍ରପ୍ରଦେଶରୁ ଭଲ ପାଇ ଏଠାକୁ ଚାଲି ଆସିଥିବା କହି ଘର ଭଡ଼ା ପାଇଁ ସୁବାସଙ୍କ ନିକଟରେ ନେହୁରା ହୋଇଥିଲେ । ସୁବାସ ମଧ୍ୟ ସେମାନଙ୍କୁ ଘର ଖାଲିଥିବାରୁ ଭଡ଼ା ଦେଇଥିଲେ ।ମାଡାସୁ ଜୋନ ପୋଲ ଓ ଇନ୍ତୁରୀ ଅରୁଣା ଘର ଭଡ଼ା ନେଇ ସୁବାସଙ୍କ ଘରେ ରହିଥିଲେ । ଦୁହେଁ ସୁବାସଙ୍କ ଘରେ…
Read Moreପୁଲିସ ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ
ଖୋର୍ଦ୍ଧା ଜିଲା ବାଣପୁର ଥାନା ଗାଲୁଆ ପଞ୍ଚାୟତ ଭୀମପୁର ଗାଁର ଯୁବକ ତୋଫାନ ନାୟକ (୩୨) ଙ୍କର ଆକସ୍ମିକ ମୃତ୍ୟୁ ଘଟଣାକୁ ନେଇ ତମ୍ବିତୁଫାନ ଉଠିଛି। କେତେକ ଏହାକୁ ହାଜତ ମୃତ୍ୟୁ କିମ୍ବା ପୁଲିସର ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିବା ବେଳେ ପୁଲିସ ଏହାକୁ ଖଣ୍ଡନ କରିଛି। ତୋଫାନ୍ ପରିବାର ସଦସ୍ୟଙ୍କ ସହ ଘରକୁ ଫେରିଥିବା ସିସିଟିଭି ଫୁଟେଜ୍ ରହିଛି ବୋଲି କହିଛି। ତେବେ ପଡ଼ୋଶୀ ଗାଁର କିଛି ଲୋକଙ୍କ ମାଡ଼ରେ ତୋଫାନଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଆଶଙ୍କା କରିଥିବା ବେଳେ ଏ ଘଟଣାରେ ପୁଲିସ୍ର ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି।ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ାଙ୍କର କହିବା ମୁତାବକ, ରବିବାର ଆମ ନିକଟକୁ ୧୧୨ରୁ ଏକ ଫୋନ୍ କଲ୍ ଆସିଥିଲା। ଭୀମପୁର ଗାଁର ପଡ଼ୋଶୀ ଗାଁ ଖଣତ ଗାଁର ପୂର୍ବତନ ସରପଞ୍ଚ…
Read MoreFile ଚୋରି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ପିସିସି ସଭାପତି
-ଫାଇଲ ଚୋରି ପ୍ରସଙ୍ଗରେ ସରକାରଙ୍କୁ ଘେରିଲେ ପିସିସି ସଭାପତି ଭକ୍ତ ଚରଣ ଦାସ-କେଉଁ ବିଭାଗରୁ ଫାଇଲ ଚୋରି ହୋଇଛି, ସରକାର ସ୍ପଷ୍ଟ କରନ୍ତୁ ବୋଲି ଦାବି-ସମ୍ପୃକ୍ତ ବିଭାଗର ଦାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି-“ବିଜେଡି-ବିଜେପି ଏକାଠି ଅଛନ୍ତି, ଫାଇଲ ଚୋରି ତାହାର ବଡ଼ ଉଦାହରଣ” ବୋଲି ଅଭିଯୋଗ କଲେ ଭକ୍ତ ଚରଣ ଦାସ
Read Moreନବ ଦାସ ହତ୍ୟା ଘଟଣାରେ ନ୍ୟାୟ ମିଳିବ
-ନବ ଦାସ ହତ୍ୟା ଘଟଣାରେ ନ୍ୟାୟ ମିଳିବ କହିଲେ ମନମୋହନ ସାମଲ-ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବଡ଼ ବୟାନ-‘ସରକାର ସବୁ ତଥ୍ୟ ଅନୁଧ୍ୟାନ କରୁଛନ୍ତି, ବିଚାରବିମର୍ଶ ଚାଲିଛି’-‘ଲିଗାଲ ଡିପାର୍ଟମେଣ୍ଟ ବିଚାରବିମର୍ଶ କରୁଛନ୍ତି’-ନ୍ୟାୟ ମିଳିବା ଉଚିତ୍ ଆଉ ନ୍ୟାୟ ମିଳିବ ମଧ୍ୟ- ମନମୋହନ-‘ଦିବାଲୋକରେ ମନ୍ତ୍ରୀଙ୍କୁ ହତ୍ୟା କରିବା ଛୋଟ ବିଷୟ ନୁହେଁ’
Read Moreଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲା ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର
-ଭିଜିଲାନ୍ସ ଜାଲରେ ନବରଙ୍ଗପୁର ଜିଲା ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର-ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସବ୍ସିଡି ମୁକ୍ତ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ଟିମ୍
Read Moreଓଡ଼ିଶା ପୋଲିସକୁ ମିଳିବ ପ୍ରେସିଡେଣ୍ଟସ୍ କଲର
-ଓଡ଼ିଶା ପୋଲିସକୁ ‘ପ୍ରେସିଡେଣ୍ଟସ୍ କଲର’ ପ୍ରଦାନ କରିବେ ଗୃହ ମନ୍ତ୍ରୀ ଶାହ-ଆସନ୍ତା ୫ ତାରିଖରେ ୭ମ ବାଟାଲିଅନ୍ ପଡ଼ିଆରେ ପ୍ରଦାନ କରିବେ ସମ୍ମାନ-ଉଲ୍ଲେଖନୀୟ ସେବା ପାଇଁ ଓଡ଼ିଶା ପୋଲିସ୍କୁ ମିଳିବ ‘ପ୍ରେସିଡେଣ୍ଟସ୍ କଲର’
Read Moreପୁଣି ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ
ପୁଣି ରାଜଧାନୀରେ ବଙ୍ଗୀୟ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ । ଏକ ହୋଟେଲରେ ଦୁଷ୍କର୍ମ ଉଦ୍ୟମ କରି ଗିରଫ ହେଲା ଅଭିଯୁକ୍ତ । ଅଭିଯୁକ୍ତ ହେଉଛି ବାଲେଶ୍ଵର ସୋର ଥାନା ଅନ୍ତର୍ଗତ ଶିରପୁରର ଜୟନ୍ତ କୁମାର ନାୟକ । କଲିକତା ଗିରିଶ ପାର୍କ ଅଞ୍ଚଳର ପୀଡିତା ୪ ମାସ ହେବ ତାଙ୍କ ସ୍ୱାମୀଙ୍କ ସହ ଭରତପୁର ଜିଏ କଲୋନୀର ଏକ ହୋଟେଲରେ ରହୁଥିଲେ। ସ୍ୱାମୀ ବାହାରକୁ ଯାଇଥିବା ବେଳେ ପୀଡିତାଙ୍କ ବିଶ୍ୱାସ ଜନ୍ମାଇ ରୁମ ଭିତରେ ପଶିଥିଲେ ଅଭିଯୁକ୍ତ । ଏହାପରେ ଜୋର ଜବରଦସ୍ତ ଟଣା ଓଟରା କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ । ଏନେଇ ଭରତପୁର ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
Read Moreବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ
-ବରଗଡ଼: ଟୋକନ୍ ସମସ୍ୟାରୁ ବିଷ ବୋତଲ ଧରି ଚାଷୀଙ୍କ ପ୍ରତିବାଦ-ଟୋକନ ପାଉନଥିବା ଅଭିଯୋଗ କରି ଡିଆର୍ସିଏସ୍ ଅଫିସ୍ ଘେରିଲେ ଚାଷୀ-ଧାନ ଅମଳ ତୁଳନାରେ ଆବଶ୍ୟକ ଟୋକନ ପାଉନଥିବା ଚାଷୀଙ୍କ ଅଭିଯୋଗ-ପରବର୍ତ୍ତୀ ସମୟରେ ଚାଷୀଙ୍କ ହାତରୁ ବୋତଲ ଛଡ଼ାଇନେଲା ପୋଲିସ
Read Moreଆଜିଠୁ ସେସେଲ୍ସ ଗସ୍ତରେ ମୋଦି
– ଆଜିଠୁ ୩ ଦିନିଆ ସେସେଲ୍ସ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି– ଦେଶର ଜାତୀୟ ଦିବସର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ହେବେ– ସମାରୋହରେ ଗୌରବ ବଢ଼ାଇବେ ଭାରତୀୟ ନୌସେନା– ସେସେଲ୍ସ ସଂସଦକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି– ରାଷ୍ଟ୍ରପତି ହର୍ମିନିଙ୍କ ସହ ମୋଦି କରିବେ ଦ୍ୱିପାକ୍ଷିକ ଆଲୋଚନା
Read More