CMOରୁ ଫାଇଲ୍ ଚୋରି; ନବୀନଙ୍କୁ ଜେରା ସମ୍ଭାବନା

CMOରୁ ଫାଇଲ୍ ଚୋରି; ନବୀନଙ୍କୁ ଜେରା ସମ୍ଭାବନା
-ଏନେଇ OTVକୁ ଏକ୍ସକ୍ଲୁସିଭ୍ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ
-‘୨୦୨୪ ଜୁନ୍ ୪ରେ ଫାଇଲ୍ ଯିବାର ପ୍ରମାଣ ମିଳିଛି’
-‘ଯେଉଁ ଅଧିକାରୀ ନେଲେ ଓ ଯାହାକୁ ଦେଲେ ଜେରା ହେବେ’
-‘ତେଣୁ ଏହି ଧାରାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ବି ଜେରା କରାଯିବ’
-‘ଫାଇଲ୍ ଯିବାର ପ୍ରମାଣ ଅଛି, ଫେରିବାର ପ୍ରମାଣ ନାହିଁ’
-‘୨ଟି କମିଶନ ରିପୋର୍ଟକୁ ନେଇ ତତ୍କାଳୀନ ସରକାର କାଠଗଡ଼ାରେ ଥିଲେ’
-‘କାଠଗଡ଼ାରେ ଥିବେ, ପାଖକୁ ଫାଇଲ ଯିବ, ଫେରିବନି, ମିସିଂ ନୁହେଁ ଚୋରି’