ଖସିଲା ତେଲ,ବଢ଼ିଲା ସୁନା

  • ଇରାନ-ଆମେରିକା ଶାନ୍ତି ଚୁକ୍ତି ଘୋଷଣା ପରେ ଖସିଲା ତୈଳ ଦର
  • ଅନ୍ତର୍ଜାତୀୟ ବଜାରରେ ଖସିଲା ଅଶୋଧିତ ତୈଳ ଦର
  • ବ୍ୟାରେଲ୍ ପିଛା ଅଶୋଧିତ ତୈଳ ଦର ୮୪ ଡଲାରକୁ ଖସିଲା
  • ବୃଦ୍ଧି ପାଇଛି ସୁନା ଓ ରୁପା ଦର, ଦେଢ଼ ଲକ୍ଷ ଟପିଲା ୨୪ କ୍ୟାରେଟ୍ ସୁନା
  • ୧୦ ଗ୍ରାମ୍ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୫୧ ହଜାର ଟଙ୍କାକୁ ବୃଦ୍ଧି
  • ୧ କେଜି ରୁପା ଦର ୨ ଲକ୍ଷ ୮୦ ହଜାର ଟଙ୍କା ଛୁଇଁଲା

Related posts

Leave a Comment