CBSE ଦ୍ବନ୍ଦ୍ବ ପରେ ସରକାରଙ୍କ ବଡ଼ ଆକ୍ସନ୍

-CBSE ଦ୍ବନ୍ଦ୍ବ ପରେ ସରକାରଙ୍କ ବଡ଼ ଆକ୍ସନ୍-ବଦଳିଲେ CBSE ଅଧ୍ୟକ୍ଷ ଓ ସଚିବ-ଅଧ୍ୟକ୍ଷ ରାହୁଲ ସିଂ ଓ ସଚିବ ହିମାଂଶୁ ଗୁପ୍ତାଙ୍କୁ ବଦଳି-OSM ତ୍ରୁଟି ନେଇ ଗଠନ ହେଲା ପ୍ୟାନେଲ-ମାସେ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦେଶ #CBSE

Read More

ହାତୀକୁ ମାରି ପୋତି ଦେଲେ

ହିନ୍ଦୋଳ ସଦର ମହକୁମା ଚରଣପୁରଠାରେ ଅବସରପ୍ରାପ୍ତ ସେନା କର୍ମଚାରୀ କୁବେର ରାଜଙ୍କ ଫାର୍ମ ହାଉସ୍‌ ରେ ଦୁଇଦିନ ତଳେ ଏକ ହାତୀକୁ ମାରି ପୋତି ଦିଆଯାଇଥିବା ବନ ବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ରବିବାର ଚଢ଼ଉ କରିଥିଲା। ରାତି ହୋଇ ଯାଇଥିବାରୁ ତଦନ୍ତ ବିଶେଷ ଆଗେଇ ପାରିନଥିଲା। ଆଜି ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଫାର୍ମ ହାଉସ୍‌ର ଏକ ନିର୍ଦ୍ଦିଷ୍ଟ ସ୍ଥାନକୁ ଖୋଳାଯିବା ପରେ ସେଥିରୁ ହାତୀର ଗଳିତ ମୃତଦେହ ମିଳିଥିଲା।ହାତୀର ମୃତଦେହକୁ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଥିଲା। ପରେ ମୃତଦେହ ପୁଣି ପୋତି ଦିଆଯାଇଛି। ମାଖନା ହାତୀର ବୟସ ୩୦ ବର୍ଷ ପାଖାପାଖି ହେବ। ୩ ଦିନ ଆଗରୁ ଏହାର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ଏପଟେ ହାତୀକୁ ୧୧ ‌କେଭି ବିଦ୍ୟୁତ୍‌ ଲଗାଇ ମରାଯାଇଥିବା ମଧ୍ୟ ଫାର୍ମ ହାଉସ ମାଲିକ ସ୍ବୀକାର…

Read More

ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି । ଦଳର ମୁଖ୍ୟ ମମତା ବାନାର୍ଜୀଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ବହୁ ସଂଖ୍ୟକ ବିଧାୟକଙ୍କ ଅନୁପସ୍ଥିତି ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି । ପ୍ରାପ୍ତ ସୂଚନା ଅନୁସାରେ ଅଭିଷେକ ବାନାର୍ଜୀଙ୍କ ଉପରେ ଆକ୍ରମଣ ପରେ ମମତା ବାନାର୍ଜୀ ତାଙ୍କ ବାସଭବନରେ ଏକ ଜରୁରୀ ବୈଠକ ଡାକିଥିଲେ । କିନ୍ତୁ ପ୍ରାୟ ୮୦ ଟିଏମସି ବିଧାୟକଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଏହି ଗୁରୁତ୍ୱପୂର୍ଣ୍ଣ ଦଳୀୟ ସମାବେଶରେ ଯୋଗ ଦେଇପାରି ନଥିଲେ।ବିରୋଧୀ ଦଳ ଦାବି କରିଛନ୍ତି ଯେ ଟିଏମସି ଭିତରେ ଅସନ୍ତୋଷ ବଢ଼ୁଛି ଏବଂ ଅନେକ ନେତା ଦଳୀୟ ନେତୃତ୍ୱ ପ୍ରତି ଅସନ୍ତୁଷ୍ଟ ଅଛନ୍ତି । ନିର୍ବାଚନୀ ପରାଜୟ ପରେ ଦଳ ମଧ୍ୟରେ…

Read More

ଫୁଲମାଣ୍ଡେଣା ଛେଚି ଯୁବକକୁ ହତ୍ୟା

ଫୁଲମାଣ୍ଡେଣା ଛେଚି ଯୁବକକୁ ହତ୍ୟା ହିଲପଟଣା ଅଞ୍ଚଳରେ ଜଣେ ଯୁବକକୁ ଫୁଲ ମାଣ୍ଡେଣା ଛେଚି ହତ୍ୟା କରାଯାଇଥିବା ସୂଚନା । ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଁଚି ତଦନ୍ତ କରୁଥିବା ଜଣାପଡିଛି ।

Read More