ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ

ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ
-ହିତାଧିକାରୀଙ୍କୁ ଏଣିକି ୫ କିଲୋ ବଦଳରେ ମିଳିବ ୧୦ କିଲୋ ଚାଉଳ
-୩.୨୮ କୋଟିରୁ ଅଧିକ ହିତାଧିକାରୀ ହେବେ ଉପକୃତ
-୮,୮୧୩ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ ହେବ ଯୋଜନା
-ଶିଶୁ ଅପପୃଷ୍ଟି ଓ ଅନାହାର ରୋକିବା ଲକ୍ଷ୍ୟ
-୫୭୪ କୋଟି ବ୍ୟୟରେ ଜନାଶ୍ରୟ କୋଠା ନିର୍ମାଣ ଘୋଷଣା