NEET (UG) ପରୀକ୍ଷାର ସମୟ ଅବଧି ବଢ଼ାଇଲା NTA

NEET (UG) ପରୀକ୍ଷାର ସମୟ ଅବଧି ବଢ଼ାଇଲା NTA
-ପରୀକ୍ଷା ସମୟ ୧୮୦ ମିନିଟ୍ରୁ ବଢ଼ି ୧୯୫ ମିନିଟ୍ ହେଲା
-ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ୧୫ ମିନିଟ୍ ସମୟ
-୨୧ ତାରିଖ ଅପରାହ୍ନ ୨ଟାରୁ ୫ଟା ୧୫ ମିନିଟ୍ ପର୍ଯ୍ୟନ୍ତ ହେବ ପରୀକ୍ଷା
-ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସୀ (NTA) ପକ୍ଷରୁ ବଡ଼ ଘୋଷଣା