Category: Uncategorized
ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗରେ ବର୍ଷିଲେ ନବୀନ
ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗରେ ବର୍ଷିଲେ ନବୀନଟ୍ବିଟ୍ କରି ବର୍ଷିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।ମାମଲାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ନବୀନ।ଗଣତନ୍ତ୍ରର ଗରିମା ଓ ମହିଳାଙ୍କ ସ୍ବାଭିମାନର ସୁରକ୍ଷା ସୁନିଶ୍ଚିତ କରନ୍ତୁ।ନାରୀ ଶକ୍ତି ବନ୍ଦନ କଥା କହୁଥିବା ବିଜେପିର କ’ଣ ଏହା ନାରୀଙ୍କୁ ସମ୍ମାନ ।
Read Moreଜୁନ ୧୭ ରେ ଛାତ୍ରୋଂ କି ଗୁଞ୍ଜ ” କାର୍ଯ୍ୟକ୍ରମ
ଛାତ୍ର ମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ରାଜସ୍ଥାନ ର କୋଟା ରେ ଜୁନ ୧୭ ରେ ଆୟୋଜିତ ହେବାକୁ ଥିବା “ ଛାତ୍ରୋଂ କି ଗୁଞ୍ଜ ” କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଜନଶତାବ୍ଦୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ରୁ କୋଟା ଯିବେ ଓ ରାସ୍ତା ଯାକ ଛାତ୍ର ମାନଙ୍କ ସମସ୍ୟା ଶୁଣିବେ ।ଏହି ଆନ୍ଦୋଳନ ଏକ ମହା ଆନ୍ଦୋଳନ ରେ ପରିଣତ ହବାକୁ ଯାଉଛି।
Read Moreପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦ ଜୁନ୍ ଓଡ଼ିଶା ଗସ୍ତ
ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୦ ଜୁନ୍ ଓଡ଼ିଶା ଗସ୍ତ ସୂଚୀ ପ୍ରକାଶ-ପୂର୍ବାହ୍ନ ୧୧:୦୫ରେ ପାହାଡ଼ପୁର ହେଲିପ୍ୟାଡ୍ରେ ପହଞ୍ଚିବେ-୧୧:୧୫ରେ ଗୋଷାଣୀ ପୀଠ ଗସ୍ତ, ପ୍ରାୟ ଘଣ୍ଟାଏ ରହିବେ-୧୨:୫୫ରେ ସଭାସ୍ଥଳରେ ଯୋଗଦେବେ ପ୍ରଧାନମନ୍ତ୍ରୀ-ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି ଉତ୍ସବରେ ହେବେ ସାମିଲ-ଅପରାହ୍ନ ୨:୧୫ରେ ଓଡ଼ିଶାରୁ ପ୍ରସ୍ଥାନ କରିବେ
Read Moreପରକୀୟାପ୍ରୀତି ସାଙ୍ଗକୁ ମାରି ପୋତିଦେଲା ସାଙ୍ଗ।
ପରକୀୟାପ୍ରୀତି ସାଙ୍ଗକୁ ମାରି ପୋତିଦେଲା ସାଙ୍ଗ।ବରମପୁର ଥାନା ଜାମୁନା ଅଞ୍ଚଳରେ ଚାଞ୍ଚଲ୍ୟକର ଘଟଣା।ମାଜିଷ୍ଟେଟଙ୍କ ଉପସ୍ଥିତିରେ ମାଟିତଳୁ ମୃତଦେହ କାଢ଼ିଲା ପୋଲିସ।।ମୃତକ ହେଲେ ଜାମୁନା ଅଞ୍ଚଳର ବିରେନ୍ଦ୍ର ବେହେରା।ଗବପାଳ ଗାଁର ବିରେନ ମଢେଇଙ୍କ ପତ୍ନୀ ସହ ସମ୍ପର୍କ ରଖିଥିଲେ ।୨୫ ତାରିଖ ରାତିରେ ବିରେନ୍ଦ୍ରଙ୍କୁ ଅପହରଣ ପରେ ହତ୍ୟା ହୋଇଥିଲା।ଉଦଳା ଅଞ୍ଚଳରେ ହତ୍ୟା କରି ପୋତିଦେଇଥିଲା ଅଭିଯୁକ୍ତ ବିରେନ।
Read More୯୨ କିମି ବେଗରେ ମାଡ଼ିଆସିଲା ଧୂଳିଝଡ. ପ୍ରବଳ ବର୍ଷ। ଜନଜୀବନ ଅସ୍ତବ୍ୟସ୍ତ
ପ୍ରତି ଘଣ୍ଟାରେ ୯୨ କିମି ପବନ ହୋଇଥିଲା। ପବନର ବେଗ ଏତେ ପ୍ରଖର ଥିଲା ଯେ, ଆଖପାଖରେ କିଛି ଦିଶୁ ନଥିଲା ରାଜଧାନୀ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଆଜି ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ନୋଏଡା, ଗାଜିଆବାଦ, ଫରିଦାବାଦ ସମେତ ଏନସିଆର ଅଞ୍ଚଳରେ ଭୀଷଣ ପବନ ସହ ଭୟଙ୍କର ଧୂଳିଝଡ଼ ହୋଇଛି। ପାଲମ ଅଞ୍ଚଳରେ ପ୍ରତି ଘଣ୍ଟାରେ ୯୨ କିମି ପବନ ହୋଇଥିଲା। ପବନର ବେଗ ଏତେ ପ୍ରଖର ଥିଲା ଯେ, ଆଖପାଖରେ କିଛି ଦିଶୁ ନଥିଲା। ଭୟଙ୍କର ଧୂଳିଝଡ଼ ହୋଇଥିଳା। ସଡ଼କରେ ଏତେ ଜୋରସେ ଧୂଳିଝଡ଼ ମାଡ଼ିଆସିଲା ଯେ, ଯାତାୟତ ମଧ୍ୟ କରି ହେଲାନି। ଧୂଳିଝଡର ବେଗ ଏତେ ପ୍ରଖର ଥିଲା ଯେ,ଭିଜିବିଲିଟି କମ ହୋଇଗଲା। ଲୋକମାନେ ଗାଡ଼ି ମଧ୍ୟ ରାସ୍ତାରେ ଚଲାଇପାରିଲେନି। ଅପରାହ୍ନ ୩ଟା ବେଳେ ହଠାତ ଯେମିତି ଧୂଳିଝଡ଼ ମାଡ଼ିଆସିଥିଲା।…
Read Moreଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ
ମହାରାଷ୍ଟ୍ରର ପଣ୍ଡରପୁରରେ ଏବେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ତୀର୍ଥଯାତ୍ରୀ ମାନଙ୍କୁ ନେଇ ଯାଉଥିବା ଏକ ପିକଅପ୍ ଭ୍ୟାନ୍ କୂଅ ଭିତରକୁ ଖସିପଡ଼ିଛି। ଏହି ଦୁର୍ଘଟଣାରେ ୧୪ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଏପର୍ଯ୍ୟନ୍ତ ଆଠ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।ସମସ୍ତ ମୃତକ ପଣ୍ଡରପୁରର ରଞ୍ଜନି ଗାଁର ବାସିନ୍ଦା ବୋଲି କୁହାଯାଉଛି। ସେମାନେ ତୀର୍ଥଯାତ୍ରାରେ ଥିଲେ। ସୋଲାପୁରର ମସାଲିଜରସ୍ ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି।
Read Moreବଜ୍ରପାତରେ ଚାଲି ଯାଇଛି ୧୫ ବର୍ଷୀୟ ବାଳକର ଜୀବନ
ରାଜନଗର ବ୍ଲକ ଘଡ଼ିଆମାଳ ଗାଁରେ ବଜ୍ରପାତରେ ଚାଲି ଯାଇଛି ୧୫ ବର୍ଷୀୟ ବାଳକର ଜୀବନ । ମୃତକ ଜଣକ ହେଲେଘଡ଼ିଆମାଳ ଗାଁର ଦୈତାରୀ ସେଠିଙ୍କ ଏକମାତ୍ର ପୁଅ ମନୋରଞ୍ଜନ ସେଠି।ମନୋରଞ୍ଜନ ଦୋଳି ଖେଳି ଖାଇବାକୁ ଘରକୁ ଆସିଥିଲେ। ବୋଉକୁ ଭାତ ବଢିବାକୁ କହି ପରିସ୍ରା ଘରୁ ବାହାରକୁ ଯାଇଥିଲେ । ହଠାତ ଝିପିଝିପି ବର୍ଷା ସହିତ ବଜ୍ରପାତ ହୋଇଥିଲା। ତାଙ୍କ ଉପରେ ବଜ୍ରପାତ ପଡିବା କାରଣରୁ ସେ ଟଳି ପଡ଼ିଥିଲେ। ପରିବାର ଲୋକେ ଦେଖିବା ପରେ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Read Moreଗୋଚାଲାଣ ରୋକିବା ବେଳେ ବ୍ଲାଙ୍କ୍ ଫାୟାରିଂ
ଗୋଚାଲାଣ ରୋକିବା ବେଳେ ବ୍ଲାଙ୍କ୍ ଫାୟାରିଂ… -ବୌଦ୍ଧ: ଗୋଚାଲାଣ ରୋକିବା ବେଳେ ମାଫିଆଙ୍କ ଫାଙ୍କା ଗୁଳିଚାଳନା-ବଜରଙ୍ଗ ଦଳ ଉପରେ ଫାଙ୍କା ଗୁଳିଚାଳନା ହୋଇଥିବା ଅଭିଯୋଗ-ବାଉଁଶୁଣି ଥାନା ଟାଲୁପାଲି ରେଲୱେ ବ୍ରିଜ ନିକଟରେ ଫାଙ୍କା ଗୁଳିଚାଳନା-ଘଟଣାସ୍ଥଳରୁ ୭୫ ଗୋରୁ ଉଦ୍ଧାର; ମାଫିଆ ଫେରାର
Read More