ଭତ୍ତା ପ୍ରଦାନରେ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ

ଭତ୍ତା ପ୍ରଦାନରେ ବିଳମ୍ବ ନେଇ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ
-ବୈଷୟିକ ତ୍ରୁଟି ଯୋଗୁଁ ଭତ୍ତା ବଣ୍ଟନରେ ବିଳମ୍ବ ହୋଇଥିବା କହିଲେ
-୧୦ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ ୨ ଲକ୍ଷଙ୍କ ତ୍ରୁଟି ସୁଧାର ହୋଇଛି
-୨ ଲକ୍ଷ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ଆରମ୍ଭ
-ବାକି ଲୋକଙ୍କୁ ଭତ୍ତା ଦେବା ପ୍ରକ୍ରିୟା ଜାରି
-ବିଳମ୍ବ ହେଲେ ୩ ମାସର ଭତ୍ତା ଏକାସାଥିରେ ମିଳିବ