CBT_ମୋଡ୍‌ରେହେବରେଲୱେ_ପରୀକ୍ଷା

CBT_ମୋଡ୍‌ରେହେବରେଲୱେ_ପରୀକ୍ଷା
-ରେଲୱେ ପରୀକ୍ଷା CBT ମୋଡ୍‌ରେ କରିବାକୁ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା
-RRBର ନିଯୁକ୍ତି ପ୍ରକ୍ରିୟା ସମୀକ୍ଷା ପରେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଘୋଷଣା
-‘ଅଧିକ ସ୍ୱଚ୍ଛତା, ସଠିକତା ଏବଂ ଶୀଘ୍ର ସାରିବା ଉପରେ ଗୁରୁତ୍ୱାରୋପ
‘-ରେଲୱେର ସମସ୍ତ ବିଭାଗୀୟ ପରୀକ୍ଷା କମ୍ପ୍ୟୁଟର-ଆଧାରିତ ହେବ’
-ଟାବଲେଟ୍-ଆଧାରିତ ପରୀକ୍ଷାକୁ ବିସ୍ତାର କରିବ ରେଲୱେ- ମନ୍ତ୍ରୀ
‘-୨୦୨୫-୨୬ରେ ୪୩ ହଜାର ୭୮୧ ଜଣଙ୍କୁ ନିଯୁକ୍ତି ଦେଇଛି ରେଲୱେ’
-‘ସେଥିମଧ୍ୟରୁ ୧୮୭୯୯ ସହାୟକ ଲୋକୋ ପାଇଲଟ୍,୧୪୨୯୮ ଟେକ୍ନିସିଆନ୍ ଅଛନ୍ତି’

Related posts

Leave a Comment