ବଦଳିବେ କିଛି ରାଜ୍ୟ ସଭାପତି
– ନିର୍ବାଚନ ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ଦୃଷ୍ଟି– ବଡ଼ ଧରଣର ସାଂଗଠନିକ ଅଦଳବଦଳକୁ ନେଇ ଚର୍ଚ୍ଚା
Read More– ନିର୍ବାଚନ ଉପରେ କଂଗ୍ରେସ ହାଇକମାଣ୍ଡଙ୍କ ଦୃଷ୍ଟି– ବଡ଼ ଧରଣର ସାଂଗଠନିକ ଅଦଳବଦଳକୁ ନେଇ ଚର୍ଚ୍ଚା
Read Moreଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର କମାଣ୍ଡ ଏରିଆ ଡେଭେଲପମେଣ୍ଟ ଅଥରିଟି (ସିଏଡିଏ) ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ପଦ୍ମଲୋଚନ ନାୟକଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ । ନିଜର ବୈଧ ବା କ୍ଷମତା ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ମଙ୍ଗଳବାର ସମ୍ବଲପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
Read Moreସମ୍ବଲପୁରରେ ଗୋଟିଏ ଦିନରେ ଦୁଇଟି ଭିଡ଼ ହିଂସାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ବଡ଼ବଜାରରେ ପିଲାଚୋର ସନ୍ଦେହରେ କେରଳର ପ୍ରବାସୀ ଶ୍ରମିକ ବିଷ୍ଣୁ କୈସ (୩୧)ଙ୍କୁ ଘେରିଯାଇ କିଛି ଲୋକ ଆକ୍ରମଣ କରିଥିଲେ। ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଏହି ଅଣଓଡ଼ିଆ ଯୁବକ ଲୋକଙ୍କ ଆକ୍ରୋଶରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍ଥାନୀୟ ଭାଷା ବୁଝି ନ ପାରିବାରୁ ରୋଜଗାର ସନ୍ଧାନରେ ଆସିଥିବା ବିଷ୍ଣୁ କୈସଙ୍କୁ ଲୋକେ ଘେରିଯାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ସେପଟେ ହୀରାକୁଦରେ ଠିକାକାମକୁ ନେଇ ଜଣେ ମହିଳା ଏବଂ ତାଙ୍କ ପୁଅ ସମେତ ୩ ଜଣଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାକୁ ନେଇ ସେମାନେ ଏତେ ଭୟଭୀତ ଅଛନ୍ତି ଯେ ଏତଲା ମଧ୍ୟ ଦେଇନାହାନ୍ତି। ଉଭୟ ମାମଲାରେ କାହାରିକୁ ଗିରଫ କରାଯାଇ ନାହିଁ। ଶୀତଳଷଷ୍ଠୀ ସମୟରେ ସମ୍ବଲପୁର ସହରରେ ୮୦ ପ୍ଲାଟୁନ୍ ପୁଲିସ ଫୋର୍ସ…
Read More– ଆସୁଛି ୨ଟି ଘୂର୍ଣ୍ଣିବଳୟ, ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷାର ମାତ୍ରା– ଆସନ୍ତା ୨୫ କିମ୍ବା ୨୬ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା– ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା– ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୨୫ରୁ ୨୭ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା– ୨୮ରୁ ୨୯ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା– ଜୁଲାଇ ପ୍ରଥମ ସପ୍ତାହ ୨ରୁ ୪ ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା
Read Moreଓଡ଼ିଶାରେ ୪ ବର୍ଷିଆ B.Ed (ITEP) ନାମଲେଖା ଆରମ୍ଭ | 4-Year Integrated B.Ed Admission SAMS Odisha ରାଜ୍ୟରେ ନୂତନ ଶିକ୍ଷାନୀତି ଅନୁଯାୟୀ ୪ ବର୍ଷିଆ (ITEP) ତଥା ବି.ଏଡ୍ (Integrated B.Ed) ନାମଲେଖା ପାଇଁ SAMS ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। Last Date to Apply: ଆସନ୍ତା ଜୁଲାଇ ୫ ତାରିଖ ଯାଏଁ ପିଲାମାନେ ଆବେଦନ କରିପାରିବେ।1st Merit List: ଜୁଲାଇ ୧୦ ତାରିଖରେ (First Merit List) ପ୍ରକାଶ ପାଇବ। ଅଧିକ ତଥ୍ୟ ପାଇଁ odisha.gov.in/sams ୱେବସାଇଟ୍ visit କରନ୍ତୁ।
Read Moreରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣା। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା। ସୁବାଷିନୀ ଜେନା, ଅରବିନ୍ଦ ମହାପାତ୍ର, ଚନ୍ଦ୍ରମଣି କହଁର, ସନା ମହାକୁଡ଼, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ଵାଳ କ୍ରସ୍ ଭୋଟିଂ କରିଥିଲେ।
Read More