ରାଜ୍ୟରେ ଆଉ ୨୦ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ

୯ ଜିଲ୍ଲାରେ ହେବ ୨୦ ଶିଳ୍ପ ପ୍ରକଳ୍ପ

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ HLCA ବୈଠକରେ ଅନୁମୋଦନ

  • ୭୬ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ
  • ୫୦ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ
  • ସମ୍ବଲପୁରରେ ହେବ ଔଷଧ ତିଆରି କାରଖାନା
  • ଖୋର୍ଦ୍ଧାରେ ୩ଟି କମ୍ପାନୀ କରିବେ ହୀରା ପ୍ରସ୍ତୁତି କାରଖାନା
  • ଯାଜପୁରରେ ରେଲଓ୍ବେ କୋଚ୍ କାରଖାନାକୁ ମଞ୍ଜୁରୀ

Related posts

Leave a Comment