Skip to content
- ଉଦଳା: ଅଧାରାସ୍ତାରେ ୧୦୮ ଆମ୍ବୁଲାନ୍ସ ଚକର ସବୁ ନଟ ବାହାରିପଡ଼ିଲା
- ଗୌଡ଼ୀୟ ମଠ ନିକଟରେ ଟଳିଲା ବଡ଼ ଅଘଟଣ, ଅଳ୍ପକେ ବର୍ତ୍ତିଲେ ପ୍ରସୂତି ଓ ନବଜାତକ
- କପ୍ତିପଦା ନଛିପୁର ଅଞ୍ଚଳର ଗର୍ଭବତୀଙ୍କୁ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସ ଡାକିଥିଲେ
- ଆମ୍ବୁଲାନ୍ସ ପହଞ୍ଚିବା ପୂର୍ବରୁ ଘରେ ପିଲା ଜନ୍ମ ହୋଇ ଯାଇଥିଲା
- ପରେ ନବଜାତକ, ପ୍ରସୂତିଙ୍କୁ ଆମ୍ବୁଲାନ୍ସରେ ନେଇ ହସ୍ପିଟାଲ ବାହାରିଥିଲେ ଆଶାଦିଦି
- କିନ୍ତୁ ଅଧାବାଟରେ ଆମ୍ବୁଲାନ୍ସ ପଛ ଚକର ସମସ୍ତ ନଟ ଖୋଲି ଯାଇଥିଲା
- ଚକର ସମସ୍ତ ନଟ ଖୋଲିଯିବା ସହ ଟାୟାର ବି ଅଳ୍ପ ବାହାରି ଯାଇଥିଲା
- ଡ୍ରାଇଭର ଜାଣିପାରି ରାସ୍ତାକଡ଼ରେ ଆମ୍ବୁଲାନ୍ସକୁ ଅଟକାଇଥିଲେ
- ପ୍ରାୟ ଅଧ ଘଣ୍ଟା ପରେ ଆଉ ଏକ ଆମ୍ବୁଲାନ୍ସରେ ୩ ଜଣ ଉଦଳା ହସ୍ପିଟାଲ ଆସିଥିଲେ