ଝୁଲନ୍ତା ମୃତଦେହ: ବୟଫ୍ରେଣ୍ଡ ନାଁରେ ମାମଲା

- ବ୍ରହ୍ମପୁର: ଇଞ୍ଜିନିୟରଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା
- ବୟଫ୍ରେଣ୍ଡ ବିଶ୍ବଜିତ ଜେନାଙ୍କ ନାଁରେ ମାମଲା ରୁଜୁ କଲା ଗୋଳନ୍ଥରା ପୋଲିସ
- ଛାତ୍ରୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ
- ଆତ୍ମହତ୍ୟା ପାଇଁ ଉସୁକାଇବା ଅଭିଯୋଗରେ BNS ୧୦୮ ଧାରାରେ ମାମଲା