ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଙ୍କୁ ଭେଟିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଙ୍କୁ ଭେଟିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ନୂଆଦିଲ୍ଲୀ ଠାରେ ମାନ୍ୟବର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ସମ୍ମାନନୀୟ Nitin Gadkari ଜୀଙ୍କୁ ସାକ୍ଷାତ କରି ଓଡ଼ିଶାର କିଛି ପ୍ରମୁଖ ରାସ୍ତା ତଥା ରାଜପଥ ଗୁଡିକର ପ୍ରଶସ୍ତିକରଣ ଓ ନବୀକରଣ ସମ୍ପର୍କରେ ସବିଶେଷ ଆଲୋଚନା କଲି ଓ ରାଜ୍ୟ ତରଫରୁ ସ୍ମାରକପତ୍ର ପ୍ରଦାନ କଲି ।ମାନ୍ୟବର ମନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ , ସେହି ରାସ୍ତା ଗୁଡିକ ବାବଦରେ ତୁରନ୍ତ ପଦକ୍ଷପ ନେବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାସ୍ତା ଗୁଡ଼ିକ ମଧ୍ୟରେ
Read More