ତାପ ବଢ଼ାଇବ ନୌତପା May 25, 2026May 25, 2026 OD Times ତାପ ବଢ଼ାଇବ ନୌତପା… ଆଜିଠୁ ଆରମ୍ଭ ହୋଇଛି ନୌତପା ସୂର୍ଯ୍ୟଙ୍କର ରୋହିଣୀ ନକ୍ଷତ୍ରରେ ପ୍ରବେଶ ମେ’ ୨୫ ରୁ ଜୁନ ୨ ଯାଏଁ ନୌତପା ବର୍ଷର ସବୁଠାରୁ ଗରମ ଓ ପ୍ରଭାବଶାଳୀ ୯ ଦିନ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି