ଏୟାରଫିଲ୍ଡ ଥାନାରେ NIA ଟିମ୍

-ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ NIA ଟିମ୍ର ତନାଘନା
-ଆଜାଦ ନଗର ବିସ୍ଫୋରଣ ଘଟଣାରେ ଖୋଳତାଡ଼
-ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଚାଲିଛି ତଦନ୍ତ
-ଗତ ଜାନୁଆରୀ ୨୭ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ
-ବିସ୍ଫୋରଣରେ କୁଖ୍ୟାତ ଅପରାଧୀ ମଫି ଓ ତାର ମା’ର ମୃତ୍ୟୁ ଘଟିଥିଲା
-ବିସ୍ଫୋରଣରେ ମାରାତ୍ମକ ଆର୍ଡିଏକ୍ସ ବ୍ୟବହାର ସନ୍ଧାନ ମିଳିଥିଲା