ଓଡ଼ିଶା ପୋଲିସ୍‌ରେ ବଡ଼ ନିଯୁକ୍ତି ନେଇ ଘୋଷଣା

ଓଡ଼ିଶା ପୋଲିସ୍‌ରେ ବଡ଼ ନିଯୁକ୍ତି ନେଇ ଘୋଷଣା-୭୬୬୪ ପଦବୀ ପୂରଣ ପାଇଁ OUSSSCକୁ ଚିଠି-୪୨୧୯ ସିଭିଲ୍ କନେଷ୍ଟବଳ ପଦବୀ ପୂରଣ ହେବ-୨୨୧୨ OISF କନେଷ୍ଟବଳ ପଦବୀ ପୂରଣ ପାଇଁ ଚିଠି-୩୦୦ କନେଷ୍ଟବଳ (ଯୋଗାଯୋଗ) ଓ ୯୩୩ SI ପଦବୀ ପୂରଣ ହେବ।

Read More

5ଟଙ୍କାରେ ବି ଅଛି କେତେ ଫରକ୍….!!

ପଶ୍ଚିମବଙ୍ଗରେ ବିଜେପି ସରକାର। ଓଡ଼ିଶାରେ ବି ବିଜେପି ସରକାର।କିନ୍ତୁ ଫରକ୍ ଦେଖନ୍ତୁ। ପଶ୍ଚିମବଙ୍ଗରେ ରାଜ୍ୟ ସରକାର ଗରିବ ଓ ଅସହାୟ ଲୋକଙ୍କ ପାଇଁ ୫ ଟଙ୍କିଆ ମିଲ ଯୋଗାଇବା ଯୋଜନା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ଏହି ଯୋଜନାରେ ରାଜ୍ୟ ସାରା ପ୍ରାୟ ୪୦୦ କେନ୍ଦ୍ରରେ ୫ ଟଙ୍କା ବିନିମୟରେ ଭାତ ଓ ମାଛ ତରକାରୀ ଯୋଗାଇ ଦିଆଯିବ।ଆମ ଓଡିଶାରେ ନବୀନ ସରକାର ଅମଳରୁ ଆହାର କେନ୍ଦ୍ର ଖୋଲାଯାଇ ୫ ଟଙ୍କା ବିନିମୟରେ ଭାତ, ଡାଲମା ଓ ଆଚାର ଦିଆଯାଉଛି। ରାଜ୍ୟରେ ବିଜେପି କ୍ଷମତାସୀନ ହେଲା ପରେ ବି ସେଇ ଆଇଟମ ବଦଳି ନାହିଁ।କିନ୍ତୁ ଏଠି ପ୍ରଶ୍ନ ଉଠୁଛି କି ଯଦି ପଶ୍ଚିମବଙ୍ଗ ସରକାର ୫ ଟଙ୍କାରେ ଭାତ ଓ ମାଛ ତରକାରୀ ଯୋଗାଇ ପାରିବେ, ତାହାହେଲେ ଓଡିଶା ସରକାର ସେମିତି କରିପାରିବେ ନାହିଁ କାହିଁକି ?ଏହି…

Read More

TMC ବିଧାୟକ ଗିରଫ

-ପୁରୀ: ପଶ୍ଚିମବଙ୍ଗର TMC ବିଧାୟକ ଦିଲ୍ଲୀପ ମଣ୍ଡଳ ଗିରଫ-ପୁରୀର ଏକ ହୋଟେଲରୁ ଗିରଫ କଲା STF-ଦିଲ୍ଲୀପଙ୍କୁ ଗିରଫ କରି ପଶ୍ଚିମବଙ୍ଗ ନେଲା STF-ମମତା ସରକାରରେ ପରିବହନ ମନ୍ତ୍ରୀ ଥିଲେ ଦିଲ୍ଲୀପ-ପୂର୍ବରୁ ଦିଲ୍ଲୀପଙ୍କ ପୁଅ ଅର୍ଘ୍ୟ ମଣ୍ଡଳ ଗିରଫ ହୋଇଥିଲେ

Read More

ଶ୍ରେଷ୍ଠ ବିଧାୟକ ଚୟନ କମିଟି ଗଠନ

-ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକଙ୍କ ଚୟନ ପାଇଁ କମିଟି ଗଠନ-ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ୬ ଜଣ ସଦସ୍ୟଙ୍କୁ ନେଇ କମିଟି ଗଠନ-ବାଚସ୍ପତି ସୁରମା ପାଢ଼ୀ ହେଲେ ଶ୍ରେଷ୍ଠ ବିଧାୟକ ଚୟନ କମିଟି ଅଧକ୍ଷ-ଉପ ବାଚସ୍ପତି ଭବାନୀ ଶଙ୍କର ଭୋଇ, ବିଧାୟକ ଜୟନାରାୟଣ ମିଶ୍ର ସଦସ୍ୟ-ବିଧାୟକ ଭାସ୍କର ମଢେଇ, ପୂର୍ବତନ ବିଧାୟକ ଅରବିନ୍ଦ ଢାଲି ସଦସ୍ୟ-ଅମର ପ୍ରସାଦ ଶତପଥୀ ଓ ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ସଦସ୍ୟ-ବିଧାନସଭାର ଶ୍ରେଷ୍ଠ ବିଧାୟକ ପୁରସ୍କାର ପାଇଁ ମନୋନୀତ କରିବ କମିଟି

Read More

ରାଜ୍ୟରେ ସ୍ଥାପନ ହେବ ୬ଟି HWSR

-ଖୁବଶୀଘ୍ର ଓଡ଼ିଶାରେ ସ୍ଥାପନ ହେବ ୬ଟି ହାଇ ଉଇଣ୍ଡ ସ୍ପିଡ୍ ରେକର୍ଡର- HWSR-ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି-ବାତ୍ୟା ବେଳେ ଅତ୍ୟଧିକ ପବନ ଗତିକୁ ମାପିବା ଉଦ୍ଦେଶ୍ୟରେ ସ୍ଥାପନ ହେବ-ଉପକୂଳ ଜିଲ୍ଲାର ଯୋଗ୍ୟ ସ୍ଥାନ ଚିହ୍ନଟ କରି ଜମି ଦେବାକୁ ସରକାରଙ୍କୁ ଚିଠି-ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ସ୍ଥାପନ ହେବ

Read More

ଏୟାରଫିଲ୍ଡ ଥାନାରେ NIA ଟିମ୍‌

-ଭୁବନେଶ୍ବର ଏୟାରଫିଲ୍ଡ ଥାନାରେ NIA ଟିମ୍‌ର ତନାଘନା-ଆଜାଦ ନଗର ବିସ୍ଫୋରଣ ଘଟଣାରେ ଖୋଳତାଡ଼-ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ଚାଲିଛି ତଦନ୍ତ-ଗତ ଜାନୁଆରୀ ୨୭ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ-ବିସ୍ଫୋରଣରେ କୁଖ୍ୟାତ ଅପରାଧୀ ମଫି ଓ ତାର ମା’ର ମୃତ୍ୟୁ ଘଟିଥିଲା-ବିସ୍ଫୋରଣରେ ମାରାତ୍ମକ ଆର୍‌ଡିଏକ୍ସ ବ୍ୟବହାର ସନ୍ଧାନ ମିଳିଥିଲା

Read More

ଆମ୍ବୁଲାନ୍ସ ବିଳମ୍ବରୁ ଯାଆଁଳା ଶିଶୁ ମୃତ

ଆମ୍ବୁଲାନ୍ସ ବିଳମ୍ବରୁ ଯାଆଁଳା ଶିଶୁ ମୃତ ବଲାଙ୍ଗିର: ଡାକ୍ତରଖାନା ପହଞ୍ଚିବାରେ ବିଳମ୍ବ, ଆଖିବୁଜିଲେ ଯାଆଁଳା– ଖପ୍ରାଖୋଲ କୋଶଳୁଡ଼ା ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ– ଗାଁକୁ ଆମ୍ବୁଲାନ୍ସ ଯାଇନପାରିବାରୁ ଯାଆଁଳା ଶିଶୁଙ୍କ ମୃତ୍ୟୁ ଅଭିଯୋଗ– ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଭାରାରେ ବୁହାହେଲେ ଗର୍ଭବତୀ– ଭାରରେ ଦେଢ଼ କିମି ଯିବା ବେଳେ ଆମ୍ବୁଲାନ୍ସରେ ମେଡିକାଲ ଗଲେ– ମେଡିକାଲରେ ଜଣଙ୍କ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଅଭିଯୋଗ– ସମୟ ପୂର୍ବରୁ ଆମ୍ବୁଲାନ୍ସ ପହଞ୍ଚିଥିଲେ ବଞ୍ଚିଯାଇଥାନ୍ତା ୨ଟି ଜୀବନ

Read More

SIR’ ଉପରେ ସୁପ୍ରିମକୋର୍ଟଙ୍କ ମୋହର: ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ବୈଧ, ଖାରଜ ହେଲା ଆବେଦନ

ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସୁଧାର ଆଣିବା ଦିଗରେ ଦେଶର ସର୍ବୋଚ୍ଚ ଅଦାଲତ ‘ସୁପ୍ରିମକୋର୍ଟ’ ଆଜି ଏକ ବଡ଼ ଓ ଐତିହାସିକ ରାୟ ଶୁଣାଇଛନ୍ତି। ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା SIR (Special Intensive Revision) ପ୍ରକ୍ରିୟାକୁ କୋର୍ଟ ବୈଧ ବୋଲି ଦର୍ଶାଇଛନ୍ତି । ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, SIR ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ ଏବଂ ନିର୍ବାଚନ କମିଶନ ନିଜ ସୀମା ବାହାରକୁ ଯାଇ ନୁହେଁ, ବରଂ ନିଜର ସାମ୍ବିଧାନିକ କ୍ଷମତାର ସଦୁପଯୋଗ କରି ଏହି ନିଷ୍ପତ୍ତି ନେଇଛନ୍ତି । ତେଣୁ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ‘ଅସାମ୍ବିଧାନିକ’ କହି ଖାରଜ କରାଯାଇପାରିବ ନାହିଁ । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି । ବିହାର…

Read More