ଆମ୍ବୁଲାନ୍ସ ବିଳମ୍ବରୁ ଯାଆଁଳା ଶିଶୁ ମୃତ

ଆମ୍ବୁଲାନ୍ସ ବିଳମ୍ବରୁ ଯାଆଁଳା ଶିଶୁ ମୃତ
ବଲାଙ୍ଗିର: ଡାକ୍ତରଖାନା ପହଞ୍ଚିବାରେ ବିଳମ୍ବ, ଆଖିବୁଜିଲେ ଯାଆଁଳା
– ଖପ୍ରାଖୋଲ କୋଶଳୁଡ଼ା ଗାଁକୁ ପହଞ୍ଚିପାରିଲାନି ଆମ୍ବୁଲାନ୍ସ
– ଗାଁକୁ ଆମ୍ବୁଲାନ୍ସ ଯାଇନପାରିବାରୁ ଯାଆଁଳା ଶିଶୁଙ୍କ ମୃତ୍ୟୁ ଅଭିଯୋଗ
– ଆମ୍ବୁଲାନ୍ସ ପହଞ୍ଚି ନ ପାରିବାରୁ ଭାରାରେ ବୁହାହେଲେ ଗର୍ଭବତୀ
– ଭାରରେ ଦେଢ଼ କିମି ଯିବା ବେଳେ ଆମ୍ବୁଲାନ୍ସରେ ମେଡିକାଲ ଗଲେ
– ମେଡିକାଲରେ ଜଣଙ୍କ ପରେ ଜଣେ ଶିଶୁଙ୍କ ମୃତ୍ୟୁ ଅଭିଯୋଗ
– ସମୟ ପୂର୍ବରୁ ଆମ୍ବୁଲାନ୍ସ ପହଞ୍ଚିଥିଲେ ବଞ୍ଚିଯାଇଥାନ୍ତା ୨ଟି ଜୀବନ