ରାଜ୍ୟରେ ସ୍ଥାପନ ହେବ ୬ଟି HWSR

-ଖୁବଶୀଘ୍ର ଓଡ଼ିଶାରେ ସ୍ଥାପନ ହେବ ୬ଟି ହାଇ ଉଇଣ୍ଡ ସ୍ପିଡ୍ ରେକର୍ଡର- HWSR
-ସୂଚନା ଦେଲେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି
-ବାତ୍ୟା ବେଳେ ଅତ୍ୟଧିକ ପବନ ଗତିକୁ ମାପିବା ଉଦ୍ଦେଶ୍ୟରେ ସ୍ଥାପନ ହେବ
-ଉପକୂଳ ଜିଲ୍ଲାର ଯୋଗ୍ୟ ସ୍ଥାନ ଚିହ୍ନଟ କରି ଜମି ଦେବାକୁ ସରକାରଙ୍କୁ ଚିଠି
-ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱରରେ ସ୍ଥାପନ ହେବ

Related posts

Leave a Comment