ଆସୁଛି ୨ଟି ଘୂର୍ଣ୍ଣିବଳୟ ପରେ ଲଘୁଚାପ

– ଆସୁଛି ୨ଟି ଘୂର୍ଣ୍ଣିବଳୟ, ପ୍ରଭାବରେ ରାଜ୍ୟରେ ବଢ଼ିବ ବର୍ଷାର ମାତ୍ରା– ଆସନ୍ତା ୨୫ କିମ୍ବା ୨୬ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା– ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା– ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୨୫ରୁ ୨୭ ପର୍ଯ୍ୟନ୍ତ ବର୍ଷା ହେବା ସମ୍ଭାବନା– ୨୮ରୁ ୨୯ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା– ଜୁଲାଇ ପ୍ରଥମ ସପ୍ତାହ ୨ରୁ ୪ ମଧ୍ୟରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା

Read More

ଓଡ଼ିଶାରେ ୪ ବର୍ଷିଆ B.Ed (ITEP) ନାମଲେଖା ଆରମ୍ଭ

ଓଡ଼ିଶାରେ ୪ ବର୍ଷିଆ B.Ed (ITEP) ନାମଲେଖା ଆରମ୍ଭ | 4-Year Integrated B.Ed Admission SAMS Odisha ରାଜ୍ୟରେ ନୂତନ ଶିକ୍ଷାନୀତି ଅନୁଯାୟୀ ୪ ବର୍ଷିଆ (ITEP) ତଥା ବି.ଏଡ୍ (Integrated B.Ed) ନାମଲେଖା ପାଇଁ SAMS ପୋର୍ଟାଲରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। Last Date to Apply: ଆସନ୍ତା ଜୁଲାଇ ୫ ତାରିଖ ଯାଏଁ ପିଲାମାନେ ଆବେଦନ କରିପାରିବେ।1st Merit List: ଜୁଲାଇ ୧୦ ତାରିଖରେ (First Merit List) ପ୍ରକାଶ ପାଇବ। ଅଧିକ ତଥ୍ୟ ପାଇଁ odisha.gov.in/sams ୱେବସାଇଟ୍ visit କରନ୍ତୁ।

Read More

ରାଜ୍ୟସଭା କ୍ରସ୍‌ ଭୋଟିଂ ଅଭିଯୋଗ ଘଟଣା ନୂଆ ଅପଡେଟ୍‌, ବିଜେଡିର ଅଯୋଗ୍ୟତା ଆବେଦନ ଖାରଜ

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଘଟଣା। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଚଳିତ ବର୍ଷ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିବା ରାଜ୍ୟସଭା ନିର୍ବାଚନ ସମୟରେ ବିଜେଡି ୮ ବିଧାୟକଙ୍କ ବିରୋଧରେ କ୍ରସ୍ ଭୋଟିଂ ଅଭିଯୋଗ ଆଣିଥିଲା। ସୁବାଷିନୀ ଜେନା, ଅରବିନ୍ଦ ମହାପାତ୍ର, ଚନ୍ଦ୍ରମଣି କହଁର, ସନା ମହାକୁଡ଼, ନବ କିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀ ରଞ୍ଜନ ତ୍ରିପାଠୀ ଓ ସୌଭିକ ବିଶ୍ଵାଳ କ୍ରସ୍ ଭୋଟିଂ କରିଥିଲେ।

Read More

ଅଭିଯୋଗ_ଭିତ୍ତିହୀନ: ଶରଣକୂଳ IICନୟାଗଡ଼: ଶରଣକୂଳ IICଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଘଟଣା`ଅର୍ଗସ’କୁ ଶରଣକୂଳ IIC ସୁଜିତ ଦାସଙ୍କ ପ୍ରଥମ ପ୍ରତିକ୍ରିୟାମହିଳାଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ କହିଲେ IIC ସୁଜିତ୍‌ କୁମାରତାଙ୍କ କଥା ପୂରା ନହେବାରୁ ମହିଳା ଜଣଙ୍କ ଏମତି କରିଛନ୍ତିମୋତେ ହାରାସ କରିବା ପାଇଁ ମିଥ୍ୟା ଅଭିଯୋଗ ଆଣିଛନ୍ତିତଦନ୍ତରେ ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରିବିସତ୍ୟ ଉନ୍ମୋଚନ ପାଇଁ ସାହାଯ୍ୟ କରିବି କହିଲେ ସୁଜିତଅଭିଯୋଗ ଉପରେ IICଙ୍କୁ ଆଜି ଜେରା କରିବେ ତଦନ୍ତକାରୀ ଟିମ୍‌

Read More