Author: OD Times
SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ
SIR କାମ ଚାପରେ ଜଣେ ପ୍ରଧାନଶିକ୍ଷକ ଜୀବନ ହାରିଥିବା ଅଭିଯୋଗ-ମୃତକ ହେଲେ ବୌଦ୍ଧ ଡିମିରିଖୋଲ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶୟନ ସାହୁ-ସେ SIR କାମରେ BLO ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ-SIR କାମ ଚାପରେ ବାପା ବିଷ ପିଇ ଜୀବନ ହାରିଥିବା ଅଭିଯୋଗ କରିଛନ୍ତି ପୁଅ-‘ବାପାଙ୍କୁ ସସପେଣ୍ଡ କରିବାକୁ ଧମକ ଦିଆଯାଇଥିଲା, ଏନେଇ ସେ ମାନସିକ ଚାପରେ ରହୁଥିଲେ’
Read More୧୨୮ ମେଡିକାଲ୍ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ
-୧୨୮ ମେଡିକାଲ୍ ଅଫିସରଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ-ଦୀର୍ଘକାଳୀନ ଅନୁପସ୍ଥିତି ପାଇଁ ସରକାରଙ୍କ କଠୋର ପଦକ୍ଷେପ-କନ୍ଧମାଳ ପୋଲିସ ହସ୍ପିଟାଲର ପୂର୍ବତନ ମେଡିକାଲ୍ ଅଫିସର ବିଚକ୍ଷଣା ପାଣିଗ୍ରାହୀ ବହିଷ୍କୃତ-୫ ବର୍ଷରୁ ଅଧିକ ସମୟ ଅନୁପସ୍ଥିତି ମାମଲାରେ ନିଷ୍ପତ୍ତି-ଦୀର୍ଘଦିନ ଧରି ଡାକ୍ତରଖାନାରେ ଅନୁପସ୍ଥିତ ଥିବା ଅଭିଯୋଗ ପରେ କଠୋର କାର୍ଯ୍ୟାନୁଷ୍ଠାନ ।
Read Moreମମତ। ପାଇଁ ଆଉ ଏକ ବଡ଼ ଆଘାତ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହାଇକୋର୍ଟରୁ ଏକ ବଡ଼ ଝଟକା।ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳ ନେତା ପଦବୀକୁ ନେଇ ଚାଲିଥିବା ବିବାଦ ମଧ୍ୟରେ, ହାଇକୋର୍ଟ ଏବେ ବାଚସ୍ପତିଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେଇଛନ୍ତି।ଫଳସ୍ୱରୂପ, ରୀତାବ୍ରତ ବାନାର୍ଜୀ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ରହିବେ।
Read Moreବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ବିବାଦରେ ଘେରରେ ଥିବାବରିଷ୍ଠ IPS ଦୟାଲ ଗଙ୍ଗୱାର ନିଲମ୍ବିତ
ବାଲିଅନ୍ତା ସୌମ୍ୟ ମୃତ୍ୟୁ ମାମଲାରେ ବିବାଦରେ ଘେରରେ ଥିବାବରିଷ୍ଠ IPS ଦୟାଲ ଗଙ୍ଗୱାର ନିଲମ୍ବିତ । ନିଲମ୍ବନନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ସୌମ୍ୟଙ୍କୁ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ ସୌମ୍ୟଙ୍କୁ ବାପା ଏବଂ ମାଆ ।
Read Moreକନ୍ଧମାଳରେ ମାଓ ଡମ୍ପ୍ ଠାବ; ବିପୁଳ ଅସ୍ତ୍ରଶସ୍ତ୍ର ଜବତ
କନ୍ଧମାଳରେ ମାଓ ଡମ୍ପ୍ ଠାବ; ବିପୁଳ ଅସ୍ତ୍ରଶସ୍ତ୍ର ଜବତକୋଟଗଡ଼ ଥାନା ଅଞ୍ଚଳର ଏକ ଜଙ୍ଗଲରୁ ଜବତ-୬ ବନ୍ଧୁକ, ଅଫୁଟା ଗୁଳି, ବିପୁଳ ବିସ୍ଫୋରକ ଜବତ
Read Moreରାଜ୍ୟରେ ଆଉ ୨୦ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ
୯ ଜିଲ୍ଲାରେ ହେବ ୨୦ ଶିଳ୍ପ ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ HLCA ବୈଠକରେ ଅନୁମୋଦନ
Read Moreଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତରେ ଇଞ୍ଜିନୟରଙ୍କ ବଦଳି ଷଡ଼ଯନ୍ତ୍ର ଘଟଣା
ଓଡ଼ିଶା ବିଧାନସଭା ଉପବାଚସ୍ପତିଙ୍କ ଜାଲ୍ ଦସ୍ତଖତରେ ଇଞ୍ଜିନୟରଙ୍କ ବଦଳି ଷଡ଼ଯନ୍ତ୍ର ଘଟଣା-ଘଟଣାର ତଦନ୍ତ ପାଇଁ କ୍ୟାପିଟାଲ୍ ଥାନା ପୋଲିସ୍ର ୪ ଜଣିଆ ଟିମ୍ ଗଠନ-୨ ଇଞ୍ଜିନୟର ମୋନାଲିସା ବେହେରା ଓ ଲକ୍ଷ୍ମଣ ହେମ୍ରମଙ୍କୁ ଖୋଜୁଛି ପୋଲିସ୍-ନକଲି ଲେଟରପ୍ୟାଡ୍ ଓ ଜାଲ୍ ଦସ୍ତଖତ ନେଇ ତଦନ୍ତ କରୁଛି ପୋଲିସ୍
Read MoreCMOରୁ ଫାଇଲ୍ ଚୋରି; ନବୀନଙ୍କୁ ଜେରା ସମ୍ଭାବନା
CMOରୁ ଫାଇଲ୍ ଚୋରି; ନବୀନଙ୍କୁ ଜେରା ସମ୍ଭାବନା-ଏନେଇ OTVକୁ ଏକ୍ସକ୍ଲୁସିଭ୍ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ-‘୨୦୨୪ ଜୁନ୍ ୪ରେ ଫାଇଲ୍ ଯିବାର ପ୍ରମାଣ ମିଳିଛି’-‘ଯେଉଁ ଅଧିକାରୀ ନେଲେ ଓ ଯାହାକୁ ଦେଲେ ଜେରା ହେବେ’-‘ତେଣୁ ଏହି ଧାରାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କୁ ବି ଜେରା କରାଯିବ’-‘ଫାଇଲ୍ ଯିବାର ପ୍ରମାଣ ଅଛି, ଫେରିବାର ପ୍ରମାଣ ନାହିଁ’-‘୨ଟି କମିଶନ ରିପୋର୍ଟକୁ ନେଇ ତତ୍କାଳୀନ ସରକାର କାଠଗଡ଼ାରେ ଥିଲେ’-‘କାଠଗଡ଼ାରେ ଥିବେ, ପାଖକୁ ଫାଇଲ ଯିବ, ଫେରିବନି, ମିସିଂ ନୁହେଁ ଚୋରି’
Read Moreପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗ
CMଙ୍କକଡ଼ାଆଭିମୁଖ୍ୟ ପାଠ୍ୟପୁସ୍ତକ ତ୍ରୁଟି ଉପରେ CMଙ୍କ କଡ଼ା ଆଭିମୁଖ୍ୟଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ୩ ଜଣିଆ ଉଚ୍ଚସ୍ତରୀୟ କମିଟି ଗଠିତ୭ ଦିନରେ ରିପୋର୍ଟ ପ୍ରଦାନ ପାଇଁ ନିର୍ଦ୍ଦେଶଦୋଷୀଙ୍କ ବିରୁଦ୍ଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନତୁରନ୍ତ ତ୍ରୁଟି ସୁଧାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
Read More