ନୌସେନାକୁ ମିଳିଲା ୩ ନୂଆ ଯୁଦ୍ଧ ଜାହାଜ

  • ଭାରତୀୟ ନୌସେନାକୁ ମିଳିଲା ବଳ, ସାମିଲ୍‌ ହେଲା ୩ ଯୁଦ୍ଧ ଜାହାଜ
  • INS ଦୁନାଗିରି, INS ସଂଶୋଧକ ଓ INS ଅଗ୍ରୟ ସାମିଲ୍‌ ହେଲା
  • ସ୍ୱଦେଶୀ ଜ୍ଞାନକୌଶଳରେ ଡିଜାଇନ୍ ଓ ନିର୍ମିତ ୩ ଯୁଦ୍ଧ ଜାହାଜ
  • କୋଲକାତାରେ ଏକ ସ୍ବତନ୍ତ୍ର ଉତ୍ସବରେ ସମର୍ପିତ କଲେ ପ୍ରଧାନମନ୍ତ୍ରୀ ମୋଦି
  • ‘ସାମୁଦ୍ରିକ କ୍ଷମତା ବିନା କୌଣସି ରାଷ୍ଟ୍ର ମହାନ ଶକ୍ତି ହୋଇପାରିବ ନାହିଁ’
  • ଆଜି, ବିଶ୍ୱର ଅଧିକାଂଶ ବାଣିଜ୍ୟ ସମୁଦ୍ର ମାର୍ଗରେ ହେଉଛି- ମୋଦି
  • ପ୍ରତିରକ୍ଷା କ୍ଷେତ୍ରରେ ଭାରତ କେବଳ କିଣିବନି, ନିର୍ମାତା ବି ହେବ
  • ନିର୍ମାତା ହେଲେ ହିଁ ନିର୍ଣ୍ଣାୟକ ହୋଇପାରିବ ଦେଶ- ମୋଦି

Related posts

Leave a Comment