NEET ପରୀକ୍ଷାର୍ଥୀଙ୍କ ପାଇଁ ଅପେକ୍ଷା କଲେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ବାସଭବନ ନ ଯାଇ ଅପେକ୍ଷା କଲେ

- ଆଜି ଦିନ ୧ଟା ୧୫ରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ PM
- ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କଲେ
- NEET ପରୀକ୍ଷା ଅପରାହ୍ନ ୨ଟାରେ ଥିବାରୁ ଅପେକ୍ଷା କଲେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବାସଭବନ ଯିବାକୁ ବିଳମ୍ବ କଲେ