ବଢ଼ିବ କି ଇରାନ୍-ଆମେରିକା ଯୁଦ୍ଧ

👉ପୁଣି ବଢ଼ିବ କି ଇରାନ୍-ଆମେରିକା ଯୁଦ୍ଧ। ଲେବାନନରେ ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଆଲୋଚନା ପାଇଁ ମନା କଲା ଇରାନ୍। ଏଥିସହ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବାକୁ ମଧ୍ୟ ଆମେରିକାକୁ ଧମକ ଦେଇଛି ଇରାନ୍। ଏପଟେ ଇରାନର ଧମକ ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଟ୍ରମ୍ପ କଲ୍ କରିବା ପରେ ଲେବାନନରୁ ଫେରିବେ ଇସ୍ରାଏଲୀ ସେନା।

Read More

CBSE ଦ୍ବନ୍ଦ୍ବ ପରେ ସରକାରଙ୍କ ବଡ଼ ଆକ୍ସନ୍

-CBSE ଦ୍ବନ୍ଦ୍ବ ପରେ ସରକାରଙ୍କ ବଡ଼ ଆକ୍ସନ୍-ବଦଳିଲେ CBSE ଅଧ୍ୟକ୍ଷ ଓ ସଚିବ-ଅଧ୍ୟକ୍ଷ ରାହୁଲ ସିଂ ଓ ସଚିବ ହିମାଂଶୁ ଗୁପ୍ତାଙ୍କୁ ବଦଳି-OSM ତ୍ରୁଟି ନେଇ ଗଠନ ହେଲା ପ୍ୟାନେଲ-ମାସେ ଭିତରେ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦେଶ #CBSE

Read More