ଭଗବାନଙ୍କୁ ମୁଣ୍ଡିଆ ମାରି ଚୋରି.🙏

ଭଗବାନଙ୍କୁ ମୁଣ୍ଡିଆ ମାରି ଚୋରି.🙏
- ରାଉରକେଲା ଉଦିତନଗର ଜଗନ୍ନାଥ ମନ୍ଦିରରେ ଚୋରି
- ମନ୍ଦିରରେ ପଶି ଦାନ ବାକ୍ସ ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ
- ⭕ହୁଣ୍ଡିରୁ ପ୍ରାୟ ୩୦ ହଜାର ଟଙ୍କା ଚୋରି ହୋଇଥିବା ଅନୁମାନ
- ଚୋରି ପୂର୍ବରୁ ଭଗବାନଙ୍କୁ ମୁଣ୍ଡିଆ ମାରିଥିବା ଦୃଶ୍ୟ କଏଦ
- ସିସିଟିଭି ଆଧାରରେ ପୋଲିସର ତଦନ୍ତ ଜାରି