ଆମେରିକାରୁ ଭାରତ ଫେରିବେ ୩୦ ଡ୍ରାଇଭର୍

- ଆମେରିକାରୁ ଭାରତକୁ ଫେରିବେ ଗିରଫ ୩୦ ଟ୍ରକ୍ ଡ୍ରାଇଭର୍
- ଆମେରିକାରେ ବେଆଇନ ଭାବେ ରହି ଟ୍ରକ୍ ଚଲାଉଥିଲେ ୩୦ ଡ୍ରାଇଭର୍
- ଭାରତକୁ ପଠାଇବାକୁ ଆମେରିକା କଷ୍ଟମ୍ସ ଓ ସୀମା ସୁରକ୍ଷା ବିଭାଗର ଉଦ୍ୟମ
- ‘ଅପରେସନ୍ ଚେକମେଟ୍’ରେ ଗିରଫ ହୋଇଥିଲେ ୩୬ ଟ୍ରକ୍ ଡ୍ରାଇଭର୍
- ଗିରଫ ୩୬ ଡ୍ରାଇଭର୍ଙ୍କ ମଧ୍ୟରେ ରହିଛନ୍ତି ୩୦ ଜଣ ଭାରତୀୟ