ସରକାରୀ କାମପାଇଁ EV କିଣିବାକୁ ନିର୍ଦ୍ଦେଶାବଳି

  • ସରକାରୀ କାର୍ଯ୍ୟରେ ବାଧ୍ୟତାମୂଳକ EV ବ୍ୟବହାର ପାଇଁ ନିର୍ଦ୍ଦେଶାବଳି
  • EV କିଣିବାକୁ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶାବଳି
  • ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ କିଣିପାରିବେ EV
  • ହାଇକୋର୍ଟ ମୁଖ୍ୟ ବିଚାରପତି, ମନ୍ତ୍ରୀମାନେ ୩୦ ଲକ୍ଷ ପର୍ଯ୍ୟନ୍ତ କିଣିପାରିବେ EV
  • ମୁଖ୍ୟ ସଚିବ, ଉନ୍ନୟନ କମିଶନର, ସଚିବ ୨୫ ଲକ୍ଷ ପର୍ଯ୍ୟନ୍ତ କିଣିପାରିବେ EV
  • ୨୦ ଲକ୍ଷ ଟଙ୍କା ପଯ୍ୟନ୍ତ ଜିଲ୍ଲା ଜଜ୍, ଜିଲ୍ଲାପାଳ ଓ SP କିଣି ପାରିବେ EV
    ଅର୍ଥ ବିଭାଗର ଅନୁମୋଦନ ପରେ କିଣିପାରିବେ EV

Related posts

Leave a Comment