Art & Culture Main News Odisha Odisha News 

ଓଡ଼ିଶାର ଅଯୋଧ୍ୟା

ଓଡ଼ିଶାର ନୟାଗଡ଼ ଜିଲ୍ଲା ଭାପୁର ବ୍ଲକର ଫତେଗଡ଼ ଗ୍ରାମରେ ଅବସ୍ଥିତ ମହିମାମୟ ଶ୍ରୀରାମ ମନ୍ଦିରର ମନୋରମ ଆକାଶମାର୍ଗର ଦୃଶ୍ୟ (aerial view) ଏବଂ ଆଧ୍ୟାତ୍ମିକ ଭବ୍ୟତାକୁ ଅନୁଭବ କରନ୍ତୁ। “ଓଡ଼ିଶାର ଅଯୋଧ୍ୟା” ବା “ଦ୍ୱିତୀୟ ଅଯୋଧ୍ୟା” ଭାବରେ ପ୍ରସିଦ୍ଧ ଏହି ସ୍ଥାପତ୍ୟର ଚମତ୍କାରିତାକୁ, ଅଯୋଧ୍ୟାର ରାମ ମନ୍ଦିରର ଐତିହାସିକ ପ୍ରାଣ ପ୍ରତିଷ୍ଠା ଦିବସ ସହିତ ସମାନ କରି, ଜାନୁଆରୀ ୨୨, ୨୦୨୪ ରେ ଉଦ୍‌ଘାଟନ କରାଯାଇଥିଲା। ସମୁଦ୍ର ପତ୍ତନଠାରୁ ୧,୬୦୦ ଫୁଟରୁ ଅଧିକ ଉଚ୍ଚତାରେ ଗିରି-ଗୋବର୍ଦ୍ଧନ ପାହାଡ଼ ଉପରେ ସୁନ୍ଦର ଭାବରେ ଅବସ୍ଥିତ ଏହି ମନ୍ଦିରର ଉଚ୍ଚତା ୬୫ ଫୁଟ ଅଟେ। ଏହା ସମ୍ପୂର୍ଣ୍ଣ ରୂପେ ପାରମ୍ପରିକ ଓଡ଼ିଆ ‘ରେଖା’ ସ୍ଥାପତ୍ୟ ଶୈଳୀରେ ଦୁର୍ଲଭ ‘ବଉଳମାଳା’ ପଥର ବ୍ୟବହାର କରି ନିର୍ମିତ ହୋଇଛି। ସ୍ଥାନୀୟ ଗ୍ରାମବାସୀ ଏବଂ ଶ୍ରୀରାମ ସେବା ପରିଷଦର ଅପାର ଭକ୍ତି ଏବଂ ଦାନ…

Read More
Education Main News Odisha Odisha News 

ଜ୍ଞାନୋଦୟ ଯୋଜନା ରେ KG ରୁ PG ମିଳିବ ମାଗଣା ଶିକ୍ଷା

ଓଡ଼ିଶାର ଛାତ୍ରଛାତ୍ରୀଙ୍କ ପାଇଁ ଏକ ବଡ଼ ଖୁସି ଖବର। ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଏବଂ ସହଜ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ବୈଠକରେ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଏବେ କିଣ୍ଡରଗାର୍ଟେନ୍ (KG) ଠାରୁ ଆରମ୍ଭ କରି ପୋଷ୍ଟ ଗ୍ରାଜୁଏସନ୍ (PG) ପର୍ଯ୍ୟନ୍ତ ସମସ୍ତ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଶିକ୍ଷା ପ୍ରଦାନ କରାଯିବ। ଏହି ନୂତନ ସରକାରୀ ଯୋଜନାର ନାମ ‘ଜ୍ଞାନୋଦୟ – ଶିକ୍ଷାରୁ ସମୃଦ୍ଧି’ ରଖାଯାଇଛି। ୫ ବର୍ଷରେ ଖର୍ଚ୍ଚ ହେବ ୫,୪୬୭ କୋଟି ଟଙ୍କା ଏହି ମେଗା ପ୍ରକଳ୍ପ ପାଇଁ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ୫,୪୬୭.୫୫ କୋଟି ଟଙ୍କା ବିନିଯୋଗ କରିବାକୁ ମଞ୍ଜୁରୀ ଦେଇଛନ୍ତି। ଚଳିତ ଶିକ୍ଷା ବର୍ଷରୁ ହିଁ ଏହି ନିୟମ ଲାଗୁ ହେବ। ସରକାରୀ ଏବଂ…

Read More
Art & Culture Business Odisha Odisha News Special Story Technology Trending 

ରଘୁରାଜପୁରରୁ ଆମେରିକା: ବଦଳୁଛି ଶିଳ୍ପୀଙ୍କ ଭାଗ୍ୟ

ଓଡ଼ିଶାର ସମୃଦ୍ଧ ସଂସ୍କୃତି ଏବଂ ପାରମ୍ପରିକ ସୂକ୍ଷ୍ମ କଳା ଏବେ କେବଳ ଗାଁ ଗଣ୍ଡା ବା ପ୍ରଦର୍ଶନୀ ମଧ୍ୟରେ ସୀମିତ ହୋଇ ରହିନାହିଁ। ଆଧୁନିକ ଡିଜିଟାଲ୍ ଯୁଗରେ ଓଡ଼ିଶାର ‘ପଟ୍ଟଚିତ୍ର’ ଏବେ ନୂଆ ରୂପ ନେଇ ବିଶ୍ୱ ବଜାରରେ ଧମାକା ସୃଷ୍ଟି କରୁଛି। ସୋସିଆଲ୍ ମିଡିଆ ଏବଂ ଇ-କମର୍ସ ପ୍ଲାଟଫର୍ମ ଜରିଆରେ ଓଡ଼ିଶାର ଗ୍ରାମୀଣ କଳାକାରମାନେ ସିଧାସଳଖ ବିଦେଶୀ ଗ୍ରାହକଙ୍କ ପାଖରେ ପହଞ୍ଚିପାରୁଛନ୍ତି। ରଘୁରାଜପୁରରୁ ଆମେରିକା: ବଦଳୁଛି ଶିଳ୍ପୀଙ୍କ ଭାଗ୍ୟ ପୁରୀ ଜିଲ୍ଲାର ପ୍ରସିଦ୍ଧ ଶିଳ୍ପୀ ଗ୍ରାମ ରଘୁରାଜପୁରର କଳାକାରମାନେ ଏବେ ପାରମ୍ପରିକ ତାଳପତ୍ର ଖୋଦେଇ ଏବଂ ପଟ୍ଟଚିତ୍ରକୁ ଆଧୁନିକ ଗ୍ୟାଜେଟ୍ସ ଯେପରିକି ଲାପଟପ୍ ସ୍କିନ୍, ଆଇଫୋନ୍ କଭର୍ ଏବଂ କଷ୍ଟମାଇଜ୍ଡ୍ ଡିଜିଟାଲ୍ ଆର୍ଟରେ ରୂପାନ୍ତରିତ କରୁଛନ୍ତି। ଏହି ଫ୍ୟୁଜନ୍ ଆର୍ଟ (Fusion Art) କୁ ସ୍ଥାନୀୟ ଯୁବପିଢ଼ିଙ୍କ ସହ ବିଦେଶୀ ପର୍ଯ୍ୟଟକମାନେ ମଧ୍ୟ ବେଶ୍ ପସନ୍ଦ…

Read More
Education Main News 

ନୂଆ ପାଠ୍ୟପୁସ୍ତକ ଛପା ପାଇଁ ପ୍ରସ୍ତୁତି ଆରମ୍ଭ

-ନୂଆ ପାଠ୍ୟପୁସ୍ତକ ଛପା ପାଇଁ ପ୍ରସ୍ତୁତି ଆରମ୍ଭ-SCERT କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ OSEPA ନିର୍ଦ୍ଦେଶକଙ୍କ ବୈଠକ-ତ୍ରୁଟି ଥିବା ପାଠ୍ୟପୁସ୍ତକକୁ ନେଇ ବିସ୍ତୃତ ତର୍ଜମା ଓ ଆଲୋଚନା-ନୂଆ ବହି କେତେ ଶୀଘ୍ର ଛପାଯିବ ଓ ପାଠ୍ୟକ୍ରମ କଣ ରହିବ, ସେନେଇ ଚର୍ଚ୍ଚା-SCERT ପକ୍ଷରୁ ମନ୍ତ୍ରୀ ଓ ସଚିବଙ୍କୁ ପ୍ରେଜେଣ୍ଟେସନ୍ ପ୍ରଦାନ

Read More

ତୃଣମୂଳ କଂଗ୍ରେସ ଦଳର ସାଂଗଠନିକ ନିର୍ବାଚନ

: ତୃଣମୂଳ କଂଗ୍ରେସ ଦଳର ସାଂଗଠନିକ ନିର୍ବାଚନ, ନେତୃତ୍ବ ପରିବର୍ତ୍ତନ ଓ ଦଳର ନିୟନ୍ତ୍ରଣକୁ ନେଇ ଭିନ୍ନ ଭିନ୍ନ ଦାବି କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀଙ୍କୁ ନିର୍ବାଚନ କମିସନ (ଇସି) ଏକ ଔପଚାରିକ ଚିଠି ଜାରି କରିଛନ୍ତି। ଉଭୟ ନେତାଙ୍କୁ ଜୁଲାଇ ୬ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ସେମାନଙ୍କର ବିସ୍ତୃତ ଜବାବ ଦାଖଲ କରିବା ପାଇଁ କୁହାଯାଇଛi.ବିଧାନସଭା ନିର୍ବାଚନରେ ଟିଏମ୍‌ସିର ପରାଜୟ ପରଠାରୁ ଦଳରେ ବିଭେଦ ଦେଖା‌ଦେଇଛି। ଦଳ ୨ ଭାଗ ହୋଇଯାଇଛି। ତେଣୁ ଏଭଳି ସ୍ଥିତିରେ ଇସି ଉଭୟ ମମତା ଓ ଋତବ୍ରତଙ୍କଠାରୁ ଏହି ମାମଲାରେ ସ୍ପଷ୍ଟ ଉତ୍ତର ଚାହିଛନ୍ତି। ଅନ୍ୟପକ୍ଷେ ଆଜି ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀ କହିଥିଲେ ଯେ ତାଙ୍କ ଗୋଷ୍ଠୀ ନିର୍ବାଚନ କମିସନଙ୍କ ନିକଟରେ ଆବେଦନ ରଖି…

Read More
Uncategorized 

ଠକେଇ ମାମଲାରେ ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ବାନ୍ଧିଲା EOW

ବ୍ୟାଙ୍କ ଠକେଇ ମାମଲାରେ EOWର ବଡ଼ କାର୍ଯ୍ୟାନୁଷ୍ଠାନଠକେଇ ମାମଲାରେ ଜଣେ ବ୍ୟାଙ୍କ ଅଧିକାରୀଙ୍କୁ ବାନ୍ଧିଲା EOWଗିରଫ ବ୍ୟାଙ୍କ ଅଧିକାରୀ UCO ବ୍ୟାଙ୍କର ପୂର୍ବତନ ଅଧିକାରୀUCO ବ୍ୟାଙ୍କ ଓଲ୍ଡ ସେକ୍ରେଟାରିଏଟ୍ ଶାଖାର ପୂର୍ବତନ ବ୍ରାଞ୍ଚ ହେଡ୍ପୂର୍ବତନ ବ୍ରାଞ୍ଚ ହେଡ୍ ଶିବପ୍ରସାଦ ଦାସଙ୍କୁ ଗିରଫ କଲା EOWଅଭିଯୁକ୍ତ ଶିବପ୍ରସାଦ ଦାସ କଟକର ତ୍ରିଶୂଳିଆ ଅଞ୍ଚଳରୁ ଗିରଫ

Read More

ଖୁବଶୀଘ୍ର ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ: ଗଣଶିକ୍ଷା ସଚିବ

–-ଶିକ୍ଷାବିତ୍‌ମାନଙ୍କ ସହ ତ୍ରୁଟିଗୁଡ଼ିକର ସମୀକ୍ଷା ଚାଲିଥିବା ସୂଚନା-ଜନସାଧାରଣ ଓ ବିଶେଷଜ୍ଞଙ୍କ ମତାମତକୁ ବିଚାର କରି ସଂଶୋଧିତ ପୁସ୍ତକ ପ୍ରସ୍ତୁତ ହେବ-ପ୍ରଥମେ ସଂଶୋଧିତ ତଥ୍ୟ ଶିକ୍ଷକଙ୍କୁ, ପରେ ଛାତ୍ରଛାତ୍ରୀଙ୍କୁ ନୂଆ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବ-ଚଳିତ ଶିକ୍ଷାବର୍ଷରେ ହିଁ ତ୍ରୁଟିଶୂନ୍ୟ ପୁସ୍ତକ ଦେବାକୁ ଆଶ୍ୱାସନ

Read More

ତୋଫାନ ନାୟକ ହତ୍ୟା ଘଟଣାକୁ ନେଇ ବାଣପୁର ଥାନା ‘ଖଣତ’ ଗାଁରେ ଅଭିଯୁକ୍ତମାନଙ୍କୁ ଧରପଗଡ଼ କରିବା ପାଇଁ ପୁଲିସ ଗାଁରେ ତୁହାକୁ ତୁହା ସାରା ରାତି ଚଢ଼ାଉ ଆରମ୍ଭ କରିଛି। ପୁଲିସ ଗିରଫ ଭୟରେ ଗାଁରୁ ଅନେକ ଫେରାର୍‌ହୋଇଯାଇଛନ୍ତି।ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ା କହିଛନ୍ତି, ଖଣତ ଗାଁ ଲୋକଙ୍କ ବିରୋଧରେ ତୋଫାନଙ୍କ ପରିବାର ଥାନାରେ ଏତଲା ଦେଲା ପରେ ପରେ ବାଣପୁର ଥାନା ପୁଲିସ କେସ ନମ୍ବର ୨୫୪ରେ ଏକ ହତ୍ୟା ମାମଲା ରୁଜୁ କରିଛି। ଗାଁର ପୂର୍ବତନ ସରପଞ୍ଚ ଶେଷଦେବ ପ୍ରଧାନଙ୍କ ସହିତ ମୋଟ୍ ୫ଜଣ ଲୋକଙ୍କ ନାଁ ଓ ଗାଁ ଲୋକଙ୍କର ନାଁ ଏ ମାମଲାରେ ଯୋଡ଼ା ଯାଇଛି। ହତ୍ୟା ମାମଲା ରୁଜୁ ପରେ ପରେ ପୁଲିସ ଗାଁର ଶରତ ସ୍ବାଇଁ ଓ ପବିତ୍ର ରାଉତଙ୍କୁ ରାତାରାତି ଗିରଫ କରିଛି। ଅନ୍ୟମାନଙ୍କୁ ତୁରନ୍ତ…

Read More

ଲୁଚେରା ଦମ୍ପତିକୁ କନ୍ୟାକୁମାରୀରୁ ଗିରଫ।

ଲୁଚେରା ଦମ୍ପତିକୁ କନ୍ୟାକୁମାରୀରୁ ଗିରଫ। ଲୁଟ୍ ଘଟଣାକୁ ୫ ବର୍ଷ ବିତିଥିବା ବେଳେ କନ୍ୟାକୁମାରୀରୁ ପୋଲିସ ଚୋର ଦମ୍ପତିଙ୍କୁ କାବୁ କରିବାରେ ସଫଳ ହୋଇଛି । । ସେମାନଙ୍କ ଠାରୁ ୨୦୦ ଗ୍ରାମ୍ ସୁନା ସହ ୨ଟି ଦେଶୀ ବନ୍ଧୁକ, ଲାପଟପ ସହ ଗୁଳି ଜବତ କରିଛି ମାଲକାନଗିରି ପୋଲିସ ।ଲୁଟେରା ଦମ୍ପତି ଭଡ଼ାଟିଆ ହୋଇ ଆସିଥିଲେ, ଲୁଟି ଚାଲିଗଲେ ।ମାଲକାନଗିରିର ସୁନା ବ୍ୟବସାୟୀ ସୁବାସ ପଟିଲଙ୍କ ଘରେ ପହଞ୍ଚିଥିଲେ ଦମ୍ପତି । ଆନ୍ଧ୍ରପ୍ରଦେଶରୁ ଭଲ ପାଇ ଏଠାକୁ ଚାଲି ଆସିଥିବା କହି ଘର ଭଡ଼ା ପାଇଁ ସୁବାସଙ୍କ ନିକଟରେ ନେହୁରା ହୋଇଥିଲେ । ସୁବାସ ମଧ୍ୟ ସେମାନଙ୍କୁ ଘର ଖାଲିଥିବାରୁ ଭଡ଼ା ଦେଇଥିଲେ ।ମାଡାସୁ ଜୋନ ପୋଲ ଓ ଇନ୍ତୁରୀ ଅରୁଣା ଘର ଭଡ଼ା ନେଇ ସୁବାସଙ୍କ ଘରେ ରହିଥିଲେ । ଦୁହେଁ ସୁବାସଙ୍କ ଘରେ…

Read More

ପୁଲିସ ଅବହେଳାରୁ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ଖୋର୍ଦ୍ଧା ଜିଲା ବାଣପୁର ଥାନା ଗାଲୁଆ ପଞ୍ଚାୟତ ଭୀମପୁର ଗାଁର ଯୁବକ ତୋଫାନ ନାୟକ (୩୨) ଙ୍କର ଆକସ୍ମିକ ମୃତ୍ୟୁ ଘଟଣାକୁ ନେଇ ତମ୍ବିତୁଫାନ ଉଠିଛି। କେତେକ ଏହାକୁ ହାଜତ ମୃତ୍ୟୁ କିମ୍ବା ପୁଲିସର ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଥିବା ବେଳେ ପୁଲିସ ଏହାକୁ ଖଣ୍ଡନ କରିଛି। ତୋଫାନ୍‌ ପରିବାର ସଦସ୍ୟଙ୍କ ସହ ଘରକୁ ଫେରିଥିବା ସିସିଟିଭି ଫୁଟେଜ୍‌ ରହିଛି ବୋଲି କହିଛି। ତେବେ ପଡ଼ୋଶୀ ଗାଁର କିଛି ଲୋକଙ୍କ ମାଡ଼ରେ ତୋଫାନଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଆଶଙ୍କା କରିଥିବା ବେଳେ ଏ ଘଟଣାରେ ପୁଲିସ୍‌ର ଭୂମିକା ମଧ୍ୟ ସନ୍ଦେହ ଘେରକୁ ଆସିଛି।ବାଣପୁର ଥାନା ଅଧିକାରୀ ଜୟପ୍ରକାଶ ପରିଡ଼ାଙ୍କର କହିବା ମୁତାବକ, ରବିବାର ଆମ ନିକଟକୁ ୧୧୨ରୁ ଏକ ଫୋନ୍‌ କଲ୍‌ ଆସିଥିଲା। ଭୀମପୁର ଗାଁର ପଡ଼ୋଶୀ ଗାଁ ଖଣତ ଗାଁର ପୂର୍ବତନ ସରପଞ୍ଚ…

Read More