ନୂଆ ପାଠ୍ୟପୁସ୍ତକ ଛପା ପାଇଁ ପ୍ରସ୍ତୁତି ଆରମ୍ଭ

-ନୂଆ ପାଠ୍ୟପୁସ୍ତକ ଛପା ପାଇଁ ପ୍ରସ୍ତୁତି ଆରମ୍ଭ
-SCERT କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ, ସଚିବ ଓ OSEPA ନିର୍ଦ୍ଦେଶକଙ୍କ ବୈଠକ
-ତ୍ରୁଟି ଥିବା ପାଠ୍ୟପୁସ୍ତକକୁ ନେଇ ବିସ୍ତୃତ ତର୍ଜମା ଓ ଆଲୋଚନା
-ନୂଆ ବହି କେତେ ଶୀଘ୍ର ଛପାଯିବ ଓ ପାଠ୍ୟକ୍ରମ କଣ ରହିବ, ସେନେଇ ଚର୍ଚ୍ଚା
-SCERT ପକ୍ଷରୁ ମନ୍ତ୍ରୀ ଓ ସଚିବଙ୍କୁ ପ୍ରେଜେଣ୍ଟେସନ୍ ପ୍ରଦାନ