କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ

କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ

  • ଗଞ୍ଜାମ: କବିସୂର୍ଯ୍ୟନଗର ଥାନାରେ ଥାର୍ଡ ଡ଼ିଗ୍ରୀ ଘଟଣା
  • NHRC ଗାଇଡ ଲାଇନ ଅନୁସାରେ ହେବ ତଦନ୍ତ
  • NHRCକୁ ରିପୋର୍ଟ ଦେବେ ଗଞ୍ଜାମ ଏସପି
  • ଗୋଟିଏ ଦିନର ପୁଙ୍ଖାନୁପୁଙ୍ଖ ରିପୋର୍ଟ ଦେବେ ଏସପି
  • ୨୪ ଘଣ୍ଟାରେ NHRCକୁ ରିପୋର୍ଟ ଦେବାର ନିୟମ ରହିଛି
  • ଗତ ରବିବାର ସୁବୁଳିଆ ଗାଁର ସୁଶାନ୍ତ ସାହୁଙ୍କ ମୃତ୍ୟୁ ହୋଇଥିଲା
  • ସୁଶାନ୍ତଙ୍କୁ ପୋଲିସ ପିଟିପିଟି ମାରିଥିବା ନେଇ ପରିବାର ଲୋକଙ୍କ ଅଭିଯୋଗ

Related posts

Leave a Comment