ବକ୍ରି ଇଦ୍ ପାଇଁ ପରୀକ୍ଷା ସ୍ଥଗିତ

ବକ୍ରି ଇଦ୍ ପାଇଁ ପରୀକ୍ଷା ସ୍ଥଗିତ…
- ଆସନ୍ତା ୨୮ ତାରିଖରେ ଇଦ୍-ଉଲ୍-ଜୁହା (ବକ୍ରି ଇଦ୍) ଛୁଟି
- CUET (UG) ୨୦୨୬ ଉଭୟ ସିଫ୍ଟ ପରୀକ୍ଷା ସ୍ଥଗିତ
- ବକ୍ରି ଇଦ୍ ଛୁଟି ତାରିଖ ପରିବର୍ତ୍ତନକୁ ନେଇ ପରୀକ୍ଷା ସ୍ଥଗିତ
- ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି (NTA) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
- ସଂଶୋଧିତ ପରୀକ୍ଷା ତାରିଖ ଖୁବ୍ ଶୀଘ୍ର ଘୋଷଣା ହେବ: NTA