ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି- ଦେବାଶିଷ

ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି- ଦେବାଶିଷ-ପାଣ୍ଡିଆନଙ୍କ ପାଇଁ ବିଜେଡି ଛାଡ଼ିଲି କହି ରୋଷ ଝାଡ଼ିଲେ ଦେବାଶିଷ-ବର୍ଷେ ହେଲାଣି ନବୀନ ବାବୁଙ୍କୁ ମୋତେ ଦେଖା କରାଇ ଦେଉ ନଥିଲେ-ସେ ଭଲ ଭାବେ ଜାଣିଥିଲେ ନବୀନ ବାବୁଙ୍କ ସହ ମୋର ସଂପର୍କ କଣ-ବିଜେଡିକୁ ସଂଗଠିତ କରିବା ନୁହେଁ , କିପରି ଅଧିକରୁ ଅଧିକ ସସ୍‌ପେଣ୍ଡ କାର୍ଯ୍ୟ-ନବୀନ ବାବୁ କହିଥିଲେ ପାଣ୍ଡିଆନ ମୋ ଉତ୍ତରାଧିକାରୀ ନୁହନ୍ତି-ମାତ୍ର ଟ୍ରଷ୍ଟ ନାଁରେ ବାପା ବିଜୁ ବାବୁ କରିଥିବା ଘର ତାଙ୍କୁ ଦେଇଦେଲେ-ଏହା ବିଜୁ ବାବୁଙ୍କ ଲିଗାସି ପ୍ରତି ଘୋର ଅପମାନ ଥିଲା- ଦେବାଶିଷ-ବିଜୁ ବାବୁଙ୍କ ସଂପତ୍ତି ତାମିଲ୍ ଲୋକଙ୍କୁ ଯିବ ମୁଁ ଗ୍ରହଣ କରିପାରୁନି

Read More

ମାତ୍ର ୧୧ ଦିନ ମଧ୍ୟରେ ପେଟ୍ରୋଲ ଦର ୮.୦୬ ଟଙ୍କା ଏବଂ ଡିଜେଲ ଦର ୭.୮୦ ଟଙ୍କା ବୃଦ୍ଧି ପାଇଛି।

ମାତ୍ର ୧୧ ଦିନ ମଧ୍ୟରେ ପେଟ୍ରୋଲ ଦର ୮.୦୬ ଟଙ୍କା ଏବଂ ଡିଜେଲ ଦର ୭.୮୦ ଟଙ୍କା ବୃଦ୍ଧି ପାଇଛି। Big Hikes: 👉 ମେ’ ୧୫: ପେଟ୍ରୋଲ ୩.୨୯ ଟଙ୍କା | ଡିଜେଲ ୩.୧୧ ଟଙ୍କା👉 ମେ’ ୧୯: ପେଟ୍ରୋଲ ୦.୯୬ ଟଙ୍କା | ଡିଜେଲ ୦.୯୪ ଟଙ୍କା👉 ମେ’ ୨୩: ପେଟ୍ରୋଲ ୦.୯୪ ଟଙ୍କା | ଡିଜେଲ ୦.୯୫ ଟଙ୍କା👉 ମେ’ ୨୫: ପେଟ୍ରୋଲ ୨.୮୭ ଟଙ୍କା | ଡିଜେଲ ୨.୮୦ ଟଙ୍କା

Read More