୮ରୁ ଚାଉଳକଳ ମାଲିକଙ୍କ ଧର୍ମଘଟ

-ଆସନ୍ତା ୮ ତାରିଖରୁ ରାଜ୍ୟରେ ଚାଉଳକଳ ମାଲିକଙ୍କ ଧର୍ମଘଟ
-ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍‌ର ବଡ଼ ଘୋଷଣା
-ଧର୍ମଘଟ ସମୟରେ ମଣ୍ଡିରୁ ଧାନ ଉଠାଇବେନି ମିଲର୍ସ
-FCI ଓ RRC ଡିପୋକୁ CMR ଯୋଗାଣ ମଧ୍ୟ ବନ୍ଦ ରହିବ
-ଦୀର୍ଘଦିନର ଦାବି ପୂରଣ ନ ହେବାରୁ ଆନ୍ଦୋଳନ ନିଷ୍ପତ୍ତି
-ଦାବି ପୂରଣ ହେବା ପର୍ଯ୍ୟନ୍ତ ଜାରି ରହିବ ଧର୍ମଘଟ
-ତୁରନ୍ତ ହସ୍ତକ୍ଷେପ ପାଇଁ ସରକାରଙ୍କୁ ଆହ୍ୱାନ

Related posts

Leave a Comment