ବଢ଼ିପାରେ ସ୍କୁଲ ଖରାଛୁଟିଅବଧି : ମନ୍ତ୍ରୀ

ଖରାଛୁଟିର ଅବଧି ବଢ଼ିବା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀଖରା ସ୍ଥିତି ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବଖରା ନ କମିଲେ ସ୍କୁଲ ଛୁଟି ବଢ଼ିପାରେ କହିଲେ ମନ୍ତ୍ରୀଜୁନ୍‌ ୨୨ରେ ସ୍କୁଲ ଖୋଲାଯିବା ନେଇ ପୂର୍ବରୁ ହୋଇଥିଲା ଘୋଷଣା

Read More

ଖୁବଶୀଘ୍ର ଆସିବ ପ୍ଲାଷ୍ଟିକ୍ ନୋଟ୍

-ଦେଶରେ ଏବେ କାଗଜ ନୋଟ୍ ବଦଳରେ ଆସିବ ପ୍ଲାଷ୍ଟିକ୍ ନୋଟ୍-ଖୁବଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ଆସିବା ନେଇ RBI ଗଭର୍ଣ୍ଣରଙ୍କ ସୂଚନା-୧୦ ବର୍ଷ ତଳେ RBI ଦେଇଥିବା ପ୍ରସ୍ତାବ ପ୍ରାଥମିକ ପର୍ଯ୍ୟାୟରେ ଅଛି-କାଗଜ ନୋଟ୍ ମୁଦ୍ରଣରେ ଅଧିକ ଖର୍ଚ୍ଚ ହେଉଥିବାରୁ ଏଭଳି ନିଷ୍ପତ୍ତି-ପ୍ରଥମେ ୧୦ ଓ ୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ୍ ଆଣିବାକୁ ଯୋଜନା-ପରୀକ୍ଷାମୂଳକ ଭାବେ କିଛି ବଛାବଛା ସହରରେ ପ୍ରଥମେ ପ୍ରଚଳନ ହେବ-ସଫଳ ହେଲେ ପୂରା ଦେଶରେ ପ୍ରଚଳନ ହେବ ପ୍ଲାଷ୍ଟିକ୍ ନୋଟ୍-ଏହା ୱାଟରପ୍ରୁଫ୍ ରହିବ, ଫଳରେ କାଗଜ ନୋଟ୍ ତୁଳନାରେ ଅଧିକ ଦିନ ତିଷ୍ଠିବ

Read More

୮ରୁ ଚାଉଳକଳ ମାଲିକଙ୍କ ଧର୍ମଘଟ

-ଆସନ୍ତା ୮ ତାରିଖରୁ ରାଜ୍ୟରେ ଚାଉଳକଳ ମାଲିକଙ୍କ ଧର୍ମଘଟ-ଅଲ୍ ଓଡ଼ିଶା ରାଇସ୍ ମିଲର୍ସ ଆସୋସିଏସନ୍‌ର ବଡ଼ ଘୋଷଣା-ଧର୍ମଘଟ ସମୟରେ ମଣ୍ଡିରୁ ଧାନ ଉଠାଇବେନି ମିଲର୍ସ-FCI ଓ RRC ଡିପୋକୁ CMR ଯୋଗାଣ ମଧ୍ୟ ବନ୍ଦ ରହିବ-ଦୀର୍ଘଦିନର ଦାବି ପୂରଣ ନ ହେବାରୁ ଆନ୍ଦୋଳନ ନିଷ୍ପତ୍ତି-ଦାବି ପୂରଣ ହେବା ପର୍ଯ୍ୟନ୍ତ ଜାରି ରହିବ ଧର୍ମଘଟ-ତୁରନ୍ତ ହସ୍ତକ୍ଷେପ ପାଇଁ ସରକାରଙ୍କୁ ଆହ୍ୱାନ

Read More

ସୁଭଦ୍ରା ହିତାଧିକାରୀଙ୍କ ପାଇଁ ଖୁସି ଖବର

– ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ଦକ୍ଷତା ପ୍ରଶିକ୍ଷଣ, ପ୍ରସ୍ତୁତ ହେଲା ରୋଡମ୍ୟାପ୍‌– ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ମିଳିବ ଦକ୍ଷତା ପ୍ରଶିକ୍ଷଣ– ବିଭିନ୍ନ ବିଭାଗକୁ ଶୀଘ୍ର ଟ୍ରେଡ୍‌ ଭିତ୍ତିକ ପ୍ରଶିକ୍ଷଣ ତଥ୍ୟ ଓ କ୍ୟାଲେଣ୍ଡର ଦେବାକୁ ନିର୍ଦ୍ଦେଶ– ଆଗ୍ରହୀ ହିତାଧିକାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଯୋଗାଇ ଦିଆଯିବ ଦକ୍ଷତା ବିକାଶ ପ୍ରଶିକ୍ଷଣ

Read More